www.samajalive.in
Sunday, December 7, 2025
26.1 C
Bhubaneswar

ସାଲାଡ଼୍‍ ପାମ୍ପଡ଼

ଆବଶ୍ୟକ ସାମଗ୍ରୀ
କଞ୍ଚା ଲଙ୍କା – ୨ଟି
କଟା ପିଆଜ – ୨ଟି
କଟା ଟମାଟୋ – ୨ଟି
କଞ୍ଚା ଲଙ୍କା – ୨ଟି
କଳା ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏଥିରେ ପାମ୍ପଡ଼ର ଉଭୟ ପାଶ୍ୱର୍କୁ ଭଲ ଭାବେ ସେକି ଦିଅନ୍ତୁ। ଏବେ ଏକ ପାତ୍ରକୁ ଏହି ପାମ୍ପଡ଼କୁ କାଢି ଦିଅନ୍ତୁ। ଆଉ ଏକ ପାତ୍ରରେ କଟା ପିଆଜ, ଟମାଟୋ , ଧନିଆ ପତ୍ର, କଞ୍ଚା ପକାଇ ଭଲଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଭଲ ଭାବେ ଗୋଳାଇବା ପରେ ପାତ୍ରରେ ରଖିଥିବା ମିଶ୍ରଣକୁ ଚାମଚ ସାହାଯ୍ୟରେ ପାମ୍ପଡ଼ ଉପରେ ସଜାଇ ଦିଅନ୍ତୁ। ଏବେ ଏହା ଉପରେ ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ, ଅଳ୍ପ ଲେମ୍ବୁ ରସ , ସାମାନ୍ୟ କଳା ଲୁଣ ପକାନ୍ତୁ।

- Advertisement -

ଏହା ପରେ ଏହି ଟେଷ୍ଟି ପାମ୍ପଡ଼ ସାଲାଡ଼କୁ ଖାଆନ୍ତୁ ଓ ମଜା ନିଅନ୍ତୁ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories