ସାଲାଡ଼୍‍ ପାମ୍ପଡ଼

0

ଆବଶ୍ୟକ ସାମଗ୍ରୀ
କଞ୍ଚା ଲଙ୍କା – ୨ଟି
କଟା ପିଆଜ – ୨ଟି
କଟା ଟମାଟୋ – ୨ଟି
କଞ୍ଚା ଲଙ୍କା – ୨ଟି
କଳା ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏଥିରେ ପାମ୍ପଡ଼ର ଉଭୟ ପାଶ୍ୱର୍କୁ ଭଲ ଭାବେ ସେକି ଦିଅନ୍ତୁ। ଏବେ ଏକ ପାତ୍ରକୁ ଏହି ପାମ୍ପଡ଼କୁ କାଢି ଦିଅନ୍ତୁ। ଆଉ ଏକ ପାତ୍ରରେ କଟା ପିଆଜ, ଟମାଟୋ , ଧନିଆ ପତ୍ର, କଞ୍ଚା ପକାଇ ଭଲଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଭଲ ଭାବେ ଗୋଳାଇବା ପରେ ପାତ୍ରରେ ରଖିଥିବା ମିଶ୍ରଣକୁ ଚାମଚ ସାହାଯ୍ୟରେ ପାମ୍ପଡ଼ ଉପରେ ସଜାଇ ଦିଅନ୍ତୁ। ଏବେ ଏହା ଉପରେ ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ, ଅଳ୍ପ ଲେମ୍ବୁ ରସ , ସାମାନ୍ୟ କଳା ଲୁଣ ପକାନ୍ତୁ।

ଏହା ପରେ ଏହି ଟେଷ୍ଟି ପାମ୍ପଡ଼ ସାଲାଡ଼କୁ ଖାଆନ୍ତୁ ଓ ମଜା ନିଅନ୍ତୁ ।

Leave A Reply