୫୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

0

କରାଚି : ପାକିସ୍ତାନ କର୍ତ୍ତୃପକ୍ଷ ଶନିବାର ଭାରତର ୫୨ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଆନ୍ତର୍ଜାତିକ ଜଳସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ବାହିନୀ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଦାଲତ ମତ୍ସ୍ୟଜୀବୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କର ୮ଟି ଡଙ୍ଗାକୁ ଜବତ କରାଯାଇଛି।

Leave A Reply