www.samajalive.in
Monday, December 15, 2025
24.1 C
Bhubaneswar

ଅବାଧ ଓ ମୁକ୍ତ ନିର୍ବାଚନରେ ହୋଇପାରେ ଅନ୍ତରାୟ, ପ୍ରାଥୀଙ୍କୁ ଫୋନ ଓ ଆଧାର ନମ୍ବର ଦିଅନ୍ତୁନି ଭୋଟର-ସିଇଓ

ଭୁବନେଶ୍ବର: କୌଣସି ପ୍ରାର୍ଥୀଙ୍କୁ ଆଧାର ନମ୍ବର ଓ ଫୋନ ନମ୍ବର ନ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ପରାମର୍ଶ ଦେଇଛନ୍ତି। କୌଣସି ପ୍ରାର୍ଥୀଙ୍କୁ ନିଜ ନିଜର ଆଧାର ନମ୍ବର ଓ ଫୋନ ନମ୍ବର ନ ଦେବାକୁ ସାଧାରଣ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେବା ସହିତ ଭୋଟରମାନଙ୍କଠାରୁ ଏସବୁ ନ ନେବାକୁ ପ୍ରାର୍ଥୀମାନଙ୍କୁ ସିଇଓ ପରାମର୍ଶ ଦେଇଛନ୍ତି। ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନରେ ଏହା ଅନ୍ତରାୟ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories