Patra electronics

ଦିନ ୧୧ଟା ସୁଦ୍ଧା ୨୧.୩୨ % ମତଦାନ.. 

ଭୁବନେଶ୍ୱର : ଶନିବାର ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ। ଦିନ ୧୧ଟା ସୁଦ୍ଧା ୨୧.୩୨ % ମତଦାନ ହୋଇଥିବା ନେଇ ସୂଚନା ମିଳିଛି।

ଅନୁଗୁଳ ୨୨.୮୫%

କଟକ ୨୦.୧୩ %

ଦେଓଗଡ ୨୪.୦ %

ଢେଙ୍କାନାଳ ୨୦.୯୨ %

କେନ୍ଦୁଝର ୨୦. ୮୪%

ଖୋର୍ଦ୍ଧା ୨୧.୬୧ %

ମୟୁରଭଞ୍ଜ ୨୧. ୨୪%

ନୟାଗଡ ୧୯.୩୦%

ପୁରୀ ୨୧.୬୪%

ସମ୍ବଲପୁର ୨୨.୪୯%

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

Comments are closed.