ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସେନାପତି ମଙ୍ଗଳଗ୍ରହ ସାହସ-ପରାକ୍ରମ, ଭୂମି-ଭବନ, ବିବାହର କାରକ ଅଟନ୍ତି। ଜୁନ୍ ମାସରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ଖୁବ୍ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ରହିବ। ମେ ୩୧ରେ ମଙ୍ଗଳ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ଯାହା ଫଳରେ ବିଶେଷ ରାଜଯୋଗ ହେବ। ଜୁନ୍ ମାସର ଆରମ୍ଭ ହିଁ ଶକ୍ତିଶାଳୀ ରାଜଯୋଗରେ ହେବାକୁ ଯାଉଛି। ଏହାର ପ୍ରଭାବ ୧୨ ରାଶି ଉପରେ ପଡିବ। ଏହାର ପ୍ରଭାବ ଜୁଲାଇ ୧୨ ପର୍ଯ୍ୟନ୍ତ ରହିବ। … Continue reading ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..