www.samajalive.in
Monday, December 15, 2025
24.1 C
Bhubaneswar

ଏଲ୍‌ ନିନୋ ପ୍ରଭାବ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ଗରମ

ନୂଆଦିଲ୍ଲୀ/ଭୁବନେଶ୍ୱର .- ଚଳିତ ବର୍ଷ ଏଲ୍‌ ନିନୋର  ପ୍ରଭାବ ରହିବ ।  ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଅନେକ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ସଂସ୍ଥା  ସୂଚନା ଦେଇଛନ୍ତି । ଭାରତ ଜୁନ୍‌  ପ୍ରଥମ ସପ୍ତାହରେ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ । ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ମାତ୍ର ଏଲ୍‌ ନିନୋ ପ୍ରଭାବରେ ବର୍ଷା କମିବ ବୋଲି ପୂର୍ବାନୁମାନ କରାଯାଉଛି ।

ଅଗଷ୍ଟ ମାସପରେ ମୌସୁମୀ ସକ୍ରିୟ ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇ ପାରେ ବୋଲି ଅନେକ ଅନୁମାନ କରିଛନ୍ତି । ଏପ୍ରିଲରୁ ଅଗଷ୍ଟମାସ ମଧ୍ୟରେ ପ୍ରବଳ ଖରା ହେବ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories