www.samajalive.in
Tuesday, December 9, 2025
16.1 C
Bhubaneswar

ରିଲାଏନ୍ସ ଡିଜିଟାଲ ପକ୍ଷରୁ ଡିଜିଟାଲ ଇଣ୍ଡିଆ ସେଲ

ମୁମ୍ବଇ: ରିଲାଏନ୍ସ ଡିିଜିଟାଲ ପକ୍ଷରୁ ମଙ୍ଗଳବାର ଠାରୁ ଭାରତର ସର୍ବବୃହତ ଇଲେକଟ୍ରୋନିକ୍ସ ବିକ୍ରୟ ଯୋଜନା ‘ଡିଜିଟାଲ ଇଣ୍ଡିଆ ସେଲ’ ଆରମ୍ଭ ହୋଇଛି । ଏହି ସେଲ ରିଲାଏନ୍ସ ଡିଜିଟାଲ ଓ ମାଇଁ ଜିଓ ଷ୍ଟୋରରେ ସିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଗ୍ରାହକମାନେ ବ୍ୟାପକ ଶ୍ରେଣୀର ଇଲେକଟ୍ରୋନିକ ସାମଗ୍ରୀ ଉପରେ ଅତୁଳନୀୟ ଅଫର ପାଇପାରିବେ । ଏହା ସହିତ ଚଳିତ ଜୁଲାଇ ୨୨ରୁ ଅଗଷ୍ଟ ୫ ମଧ୍ୟରେ ଏସବିଆଇ କ୍ରେଡିଟ କାର୍ଡ଼ରେ ସର୍ବନିମ୍ନ ୧୦ ହଜାର ଟଙ୍କା କାରବାର କଲେ ୧୦% ଅର୍ଥ ଫେରିପାଇବେ । ସେମାନେ ମଧ୍ୟ ଏସବିଆଇ କ୍ରେଡିଟ କାର୍ଡ଼ ଜରିଆରେ ଦେଣନେଣ କ୍ଷେତ୍ରରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ କାର୍ଡ଼ ଇଏମଆଇ ଦେଣନେଣ କ୍ଷେତ୍ରରେ ଉପଲବ୍ଧ ରହିଛି । ଏହି ଅବସରରେ ବ୍ୟାପକ ବର୍ଗ ଯଥା ଟେଲିଭିଜନ, ହୋମ ଆପ୍ଲିଆନସେସ, ମୋବାଇଲ ଫୋନ, ଲାପଟପ ଓ ଆକ୍‌ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି । ଡିଜିଟାଲ ଇଣ୍ଡିଆ ସେଲ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି ଜରିଆରେ ତିନି ଘଣ୍ଟା ମଧ୍ୟରେ ସେମାନଙ୍କ ଘରେ ସାମଗ୍ରୀ ପହଞ୍ଚିବା ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ ବିକଳ୍ପ ପାଇପାରିବେ । ସମସ୍ତ ଷ୍ଟୋର ଓ ଡେଲିଭରି ସହଯୋଗୀମାନେ ସମ୍ପୂର୍ଣ୍ଣ ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories