BJD Bijuli 480×75 Mob

ଧାମରାବନ୍ଦରରେ ଦୁଇ ବର୍ଥ ଉଦଘାଟିତ

BJD Bijuli 480×75 Mob
0

ଭଦ୍ରକ: ଶନିବାର ଧାମରାବନ୍ଦରର ଦ୍ୱିତୀୟ ପର୍ୟ୍ୟାୟ ସମ୍ପ୍ରସାରଣ କାର୍ୟ୍ୟର ଉଦ୍‌ଘାଟନ ହୋଇଛି । ଦୁଇଟି ସ୍ବତନ୍ତ୍ର ବଲ୍କକାର୍ଗୋ ବର୍ଥ୍ ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ ,ବାର୍ଜ ବର୍ଥ କମ୍ପ୍ଲେକ୍ସ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଡ. ନୃସିଂହ ସାହୁ, ସାଂସଦ ଅର୍ଜୁନ ଚରଣ ସେଠୀ, ବିଧାୟକ ବ୍ୟେମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ଯୁଗୋଳ କିଶୋର ପଟ୍ଟନାୟକ, ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ, ଆଦାନୀ ଟ୍ରଷ୍ଟର ଅଧ୍ୟକ୍ଷା ଡ. ପ୍ରୀତି ଆଦାନୀ, ଆଦାନୀ ପୋର୍ଟସ ଓ ଏସଇଜେଡ୍‌ର ଅଧ୍ୟକ୍ଷ କରନ ଆଦାନୀ, ଧାମରା ପୋର୍ଟର ମୁଖ୍ୟ କାର୍ୟ୍ୟ ନିର୍ବାହୀ ସୁବ୍ରତ ତ୍ରିପାଠୀ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply