www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ; ଆସନ୍ତା ୧୦ରେ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣର ମାତ୍ରା ଖୁବ ଅଧିକ ବୃଦ୍ଧି ପାଉଥିବାରୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗ୍ରହଣ କରିଛନ୍ତି । ଆବେଦନ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା କମ୍‌ କରିବା ପାଇଁ ବିଭିନ୍ନ ପଦ୍ଧତି ଓ ଉପାୟ ଅବଲମ୍ବନ କରିବା ପାଇଁ ନିଦେ୍ର୍ଦଶ ଦେବା ପାଇଁ ଦାବି ହୋଇଛି । ସୁପ୍ରିମକୋର୍ଟ ଏହି ମାମଲା ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ ମାମଲାକୁ ଗ୍ରହଣ କରିଛନ୍ତି ସୁପ୍ରିକକୋର୍ଟ । ଦିଲ୍ଲୀ ଓ ଏନସିଆର ଗ୍ୟାସ ଚାମ୍ବରରେ ପରିଣତ ହୋଇଥିବା ନେଇ ପିଟିସନ୍‌ ହୋଇଛି । ପିଟିସନରେ ଦିଲ୍ଲୀ, ପଞ୍ଜାବ, ୟୁପି, ହରିୟାଣା, ସରକାରଙ୍କୁ ଦୋଷାରୋପ ହୋଇଛି । ଗମ୍ଭୀରତାକୁ ଦେଖି ଆସନ୍ତା ୧୦ରେ ମାମଲା ଶୁଣାଣି ନେଇ ତାଲିକାଭୁକ୍ତ କରାଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories