BJD Bijuli 480×75 Mob

ଦିଲ୍ଲୀରେ ଧୂଳିଝଡ଼: ଅବତରଣ କରିପାରିଲାନି ୨୪ ବିମାନ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦିଲ୍ଲୀରେ ଧୂଳିଝଡ ଓ ବର୍ଷା ଯୋଗୁଁ ୨୪ ବିମାନ ଅବତରଣ କରିବା ସମ୍ଭବ ହୋଇପାରି ନାହିଁ। ଫଳରେ ବିମାନଗୁଡିକ ଅନ୍ୟ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା। ଏହି ଧୂଳିଝଡ ଯୋଗୁଁ ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଥିଲା ବୋଲି ଏୟାର ଭିସ୍ତାରା ମୁଖ୍ୟ ସଞ୍ଜିବ କୁମାର କହିଛନ୍ତି। ରାଜଧାନୀ ଦିଲ୍ଲୀରେ ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ଧୂଳିଝଡ ହେବାର ଆଶଙ୍କା ରହିଥିବା ପୂର୍ବାନୁମାନ କରାଯାଇଛି।

Leave A Reply