ପାଦଫଟାର ଘରୋଇ ଉପଚାର

0

ଅଧିକାଂଶ ଲୋକଙ୍କର ପାଦଫଟା ସମସ୍ୟା ସମସ୍ତ ଋତୁରେ ଦେଖାଯାଏ।

ପାଦ ଫାଟିଲେ ଏଥିରେ ମଇଳା ଜମିବା ସହ  ଖୁବ୍‌ ଦରଜ ଲାଗିଥାଏ।

ଏଣୁ ଏହାର ପ୍ରତିକାରସ୍ୱରୂପ ଗରମ  ତେଲରେ ପାଦକୁ ପରିଷ୍କାର କରି ଶୁଷ୍କ କପଡ଼ାରେ ପୋଛି  ସୁଧାକର ମଲମ, ପେଟ୍ରୋଲିୟମ୍‌ ଜେଲି, କର୍ପୂର ମିଶା ନଡ଼ିଆତେଲ ଲଗାଇଲେ ଫାଟେ ନାହିଁ।

prayash

ନିୟମିତ ଭାବେ ଏପରିକଲେ ପାଦଫଟାରୁ ମୁକ୍ତି ମିଳେ।

ଡାକ୍ତର ସେଭଲା ପ୍ରଭୁ

ଚେନ୍ନଇ

kalyan agarbati
Leave A Reply