ଓଡିଶାରେ କରୋନା ; ଚିହ୍ନଟ ହେଲେ ଆଉ ୧୯ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬ ଜଣ,ସଙ୍ଗରୋଧରୁ ୧୧,ସ୍ଥାନୀୟ ୮।
Covid-19 Report For 12th May
New Positive Cases: 19
Of which 0-18 years: 6
In quarantine: 11
Local contacts: 8(Details of local contacts will be shared by concerned District)
1. Balasore: 1
2. Cuttack: 1
3. Gajapati: 5
4. Khurda: 4— I & PR Department, Odisha (@IPR_Odisha) May 13, 2022
5. Nuapada: 6
6. Sambalpur: 1
7. State Pool: 1New recoveries: 33
Cumulative tested: 31500589
Positive: 1288272
Recovered: 1278972
Active cases: 121— I & PR Department, Odisha (@IPR_Odisha) May 13, 2022
୬ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, କଟକ୧, ଗଜପତି ୫,ଖୋର୍ଦ୍ଧା ୪, ନୂଆପଡା ୬,ସମ୍ବଲପୁର ୧, ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୭୨କୁ ବୃଦ୍ଧି ପାଇଛି। ୧୨,୭୮,୯୭୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.