ପାଞ୍ଚ ଜିଲାରୁ ଆଠ ସଂକ୍ରମିତ ଚିହ୍ନଟ
ଭୁୁବନେଶ୍ୱର : ଗତ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଏକ ଅଙ୍କ ବିଶିଷ୍ଟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଆଉ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ ,ସଙ୍ଗରୋଧରୁ ୫ ଓ ସ୍ଥାନୀୟ ୩। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୫୯କୁ ବୃଦ୍ଧି ପାଇଛି। ୧୨,୭୮,୬୭୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 19th April
New Positive Cases: 8
Of which 0-18 years: 1
In quarantine: 5
Local contacts: 3(Details of local contacts will be shared by concerned District)
1. Balangir: 1
2. Cuttack: 2
3. Khurda: 1
4. Sambalpur: 2
5. Sundargarh: 2— I & PR Department, Odisha (@IPR_Odisha) April 20, 2022
New recoveries: 8
Cumulative tested: 31101364
Positive: 1287959
Recovered: 1278672
Active cases: 110— I & PR Department, Odisha (@IPR_Odisha) April 20, 2022
୫ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୨, ଖୋର୍ଦ୍ଧା ୧, ସମ୍ବଲପୁର ୨ ଓ ସୁନ୍ଦରଗଡରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.