www.samajalive.in
Sunday, December 7, 2025
14.1 C
Bhubaneswar

୧୨ଗ୍ରାମ ବ୍ରାଉନ ସୁଗାର ଜବତ, ୩ ଗିରଫ

ସୋର: ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ବାରିକପୁର ଗୋରୁହାଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି। ବ୍ରାଉନସୁଗାର ଚୋରାଚାଲାଣ ଅଭିଯୋଗରେ ତିନି ଗିରଫ ହୋଇଛନ୍ତି। ଗିରଫ ମାନେ ହେଲେ ଭଦ୍ରକ ଜିଲା ବନ୍ତ ସଲକୁଣୀଆର ଗ୍ରାମର ସୁବ୍ରତ କର, ହଦ୍ରକ ଗ୍ରାମାଞ୍ଚଳ ଥାନା ସୋଲ ଗଡିଆର ଶ୍ରୀକାନ୍ତ ପେଡା ଓ ଜଳେଶ୍ଵର ମୀର ସୟଦ ଅଲ୍ଲୀ।  ଅଭିଯୁକ୍ତଙ୍କ ଠାରୁ ୩ହଜାର ୧ଶହ ଟଙ୍କା, ୩ଟା ମୋବାଇଲ, ହିରୋ ଏସଏସ ଡିଲକ୍ସ ମୋଟର ସାଇକେଲ ପୁଲିସ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories