www.samajalive.in
Monday, December 15, 2025
24.1 C
Bhubaneswar

ସିବିଏସଇ ଦଶମ ପରୀକ୍ଷାରେ ୯୭% ରଖିଲେ ଓଲିଉଡର ଏହି ନାୟିକା

କଟକ: ଅଭିନୟରେ ଶହେକୁ ଶହେ ହାସଲ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୭% ପ୍ରତିଶତ ମାର୍କ ରଖିଛନ୍ତି । ଓଲିଉଡରେ ଏହି ଅଭିନେତ୍ରୀ ଜଣଙ୍କ ହେଲେ ଭୂମିକା ଦାସ । ଚଳିତ ବର୍ଷ ସେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଥିରେ ସେ ୯୭ ପ୍ରତିଶତ ମାର୍କ ରଖିଛନ୍ତି ବୋଲି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ପରୀକ୍ଷାରେ ସଫଳତା ନେଇ ସେ ଭଗବାନ ଓ ମା-ବାପାଙ୍କୁ ଶ୍ରେୟ ଦେଇଛନ୍ତି । କଠିନ ପରିଶ୍ରମ, ଶିକ୍ଷକ ଏବଂ ଫ୍ୟାନ୍ ମାନଙ୍କ ଭଲପାଇବା ଓ ଆର୍ଶିବାଦର ଫଳ ବୋଲି ଏହି ଭିଡିଓ ସେ ଭୂମିକା କହିଛନ୍ତି । ‘ତୁ ମୋ ଲଭ୍ ଷ୍ଟୋରୀ’ ଏବଂ ବାବୁସାନଙ୍କ ସହ ‘ହିରୋ ନଂ ୧’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିତିଥିଲେ । ପୂର୍ବରୁ ଶିଶୁକଳାକାର ଭାବେ ‘ଗପ ହେଲେ ବି ସତ’ ଫିଲ୍ମରେ ସେ ବର୍ଷା ପ୍ରିୟଦର୍ଶିନୀଙ୍କ ପିଲା ବେଳର ଭୂମିକାରେ ଅଭିନୟ କରିଥିଲେ ।

- Advertisement -

 

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories