www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ କଳାପଥର-କଣ୍ଟିଲୋ ରାସ୍ତା ବାହ୍ୟ ଜଗତରୁ ବିଛିର୍ଣ୍ଣ

କଳାପଥର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ କଳାପଥର -କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଯାଇଛି। ଫଳରେ ଗମନା ଗମନ ବନ୍ଦ ହୋଇଯାଇଛି। 2019ରୁ କାଳିଗିରି ହଇଲେବଲ ସେତୁ ତିଆରି ଆରମ୍ଭ ହୋଇଥିବା ବେଳେ ଆଜକୁ ୬ବର୍ଷ ବିତି ଯାଇଛି। ହେଲେ କେବଳ ୬ଟି ଖୁଣ୍ଟ ରେ ସୀମିତ ରହିଯାଇଛି। ଶତାଧିକ ଧାନ ଫସଲ ଜଳମଗ୍ନ ହୋଇଥିବାବେଳେ ପନିପରିବା ଚାଷ ନଷ୍ଟ ହୋଇଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି।  ପଶ୍ଚିମ ବାଙ୍କୀ ର ମବରୁଦଣ୍ଡ କଳାପଥର ଅଞ୍ଚଳ ଟି ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବାରୁ ଏହି ରାସ୍ତା ଉପରେ ପ୍ରାୟ ୨୦ଜିଲ୍ଲାକୁ ବସ ଯାତାୟତ କରିଥାଏ।  ଅଞ୍ଚଳର ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରି ରାସ୍ତା ର ଉଭୟ ପାର୍ଶ୍ୱ ରେ ଫସି ରହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories