www.samajalive.in
Monday, December 15, 2025
24.1 C
Bhubaneswar

ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ; ବଣାଇଁ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା

ବଣାଇଁ : ଆମ ଓଡ଼ିଶା ମାଟିର ଝିଅ ଶ୍ରୀମତି ଦ୍ରୌପଦୀ ମୁର୍ମୁ  ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମହାମହିମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଛନ୍ତି। ଓଡ଼ିଶା ବାସୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଏହି ଅବସରରେ ଆଜି ଭାରତୀୟ ଜନତା ପାର୍ଟି , ବଣାଇଁ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଅନିଲ୍‍ ବାର୍ଲାଙ୍କ ନେତୃତ୍ବରେ ବଣାଇଁ ମୁଖ୍ୟ ରାସ୍ତାରେ କାର୍ୟ୍ୟ କର୍ତ୍ତା ମାନେ ଏକ ବିଜୟ ଉତ୍ସବ ଶୋଭାଯାତ୍ରା ବାହାରି, ହାତରେ ଜାତୀୟ ପତାକା ଧରି ପାରମ୍ପରିକ ଲୋକ ନୃତ୍ୟ ତାଳେ ତାଳେ ନୃତ୍ୟ ପରିବେଷଣ କରିବା ସହ ବାଣ ଫୁଟାଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପହଞ୍ଚିଥିଲେ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଏକ ଫଟୋଚିତ୍ର ଉପଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories