କଂଗ୍ରେସ, ବିଜେପି ଓ ଏବେ ଛାଡିଲେ ବିଜେଡି, କୁଆଡେ ଯିବେ ପ୍ରକାଶ ବେହେରା

ଡେସ୍କ: ପ୍ରଥମେ କଂଗ୍ରେସରେ ଥିଲେ, ତା ପରେ ବିଜେପିରେ ଯୋଗ ଦେଲେ, ପୁଣି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ ହେଲେ ଆଜି ବିଜେଡିରୁ ବି ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ନେତା ତଥା…
Read More...

ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ…
Read More...

୨୦୨୪ ପାଇଁ ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ

ଡେସ୍କ: ୨୦୨୪ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ। ସେ ତାଙ୍କର ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ସ୍ୱୀକୃତି ପାଇଛନ୍ତି ଯାହା ମାନବ ଜୀବନର ଦୁର୍ବଳତାକୁ ସହଜ…
Read More...

ବିଦ୍ୟୁତ୍‌‌ ସଂସ୍ପର୍ଶରେ ଅଣଓଡିଆ ଶ୍ରମିକ ମୃତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ପୁରୁଣାକଟକ-ତିଲେଶ୍ୱର ରେଲେଓ ଲେବୁଲ କ୍ରସିଂ ପାଇଁ ଏକ ଓଭର ବ୍ରିଜ ନିର୍ମାଣ ସରିଛି। ଉକ୍ତ ଓଭରବ୍ରିଜ ସଂଯୋଗ ରାସ୍ତା ନିର୍ମାଣଧିନ ଥିବାବେଳେ…
Read More...

ପ୍ରକୃତି ବନ୍ଧୁ ସମ୍ମାନରେ ଯୁବ ସମାଜସେବୀ ରାଜେଶ ସମ୍ମାନିତ

ଫୁଲବାଣୀ: ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ବର୍ଷ ପ୍ରକୃତି ବନ୍ଧୁ ଓ…
Read More...

କବି ସୁନୀଲ କୁମାରଙ୍କୁ ଆନ୍ତର୍ଜାତିକ ପୁରସ୍କାର, ପ୍ରଫେସର ଅଫ ୱାର୍ଲଡ କଲଚର

କଣ୍ଟାବାଞ୍ଜି: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କବି ସୁନୀଲ କୁମାର ସାହୁଙ୍କ ଦ୍ୱାରା ଲିଖିତ "ଶାନ୍ତିପୂର୍ଣ୍ଣ ମାନବବାଦ" କବିତା ମାନବିକତା ଏବଂ ସୃଜନଶୀଳତା ପାଇଁ ଆନ୍ତର୍ଜାତୀୟ ସାଂସ୍କୃତିକ…
Read More...

ନମ୍ବର ପ୍ଲେଟରେ ଗୋବର; ପେଟ୍ରୋଲ ପକାଇ କାର ଛୁ..

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ତେଲିପାଳଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ୪ ହଜାର ଟଙ୍କାର ପେଟ୍ରୋଲ ପକାଇ ଏକ କାର୍‍ ଛୁ ମାରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।…
Read More...

ସମାଜ ତରଫରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି 

ସାକ୍ଷୀଗୋପାଳ: ଦୈନିକ ସମାଜର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ଅବସରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ, କର୍ମପୀଠ ସତ୍ୟବାଦୀ, କାଦୁଆ ଆଶ୍ରମ, ଉତ୍କଳମଣିଙ୍କ ପ୍ରତିଷ୍ଠିତ…
Read More...

ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଫୁଲବାଣୀ:  ନିର୍ବାଚନରେ ପରାଜୟ ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲା ବିଜେଡି ନେତା ଓ କର୍ମଏକାଠି ହୋଇଛନ୍ତି। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ଅବସରରେ ସାଂଗଠନିକ…
Read More...

ଆଠଗଡର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ

ବିଶ୍ଵନାଥ ବିଦ୍ୟାପୀଠ, ଆଠଗଡ ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳିତ…
Read More...

ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ 

ମ,ରାମପୁର: କଳାହାଣ୍ଡି ଜିଲ୍ଲା ପାଇଁ ପୁଣି ଥରେ ମାନସ ଆଣିଛନ୍ତି ଗୌରବ। ଏକ ଛୋଟ ଗାଁ ବେଲୁର ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ ମିଳିଥିବା ଜଣାପଡ଼ିଛି। କଳାହାଣ୍ଡି…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ – ୮ ଗିରଫ, ୧୨ ହଜାର ୨ ଶହ ଜବତ 

ଗୋପାଳପୁର: ଗୋପାଳପୁର ପୁଲିସ ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୧୨ ହଜାର ୨ ଶହ ଟଙ୍କା ଜବତ କରିବା ସହ ୮ ଜୁଆଡ଼ିଙ୍କୁ ଗିରଫ କରିଛି l ମଙ୍ଗଳବାର ରାତିରେ ଗୋପାଳପୁର ଥାନା ଅନ୍ତର୍ଗତ ସାନ…
Read More...

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର ବିକାଶ କରାଯିବ – ବିଧାୟକ 

ସାକ୍ଷୀଗୋପାଳ: ଓଡ଼ିଆ ଜାତିର ମଉଡମଣୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ଆଜି ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ତଥା କର୍ମପୀଠ…
Read More...

ଅଜଣା ପିକ ଅପ୍ ଧକ୍କାରେ ଅଟୋ ଚାଳକ ମୃତ

ରେଙ୍ଗାଲିକ୍ୟାମ୍ପ: ଆଜି ସକାଳ ସମୟରେ ପାଣି ପରିବା କିଣିବା ପାଇଁ ଭେଡେନ ଥାନା ଅନ୍ତର୍ଗତ କୁସନ୍ ପୁରୀ ଗ୍ରାମର ପରୀକ୍ଷିତ ଡାଙ୍ଗ (୩୫) ନିଜ ଅଟୋରେ କିଣିବା ପାଇଁ ପାଣି ଛତରକୁ ଯାଉଥିଲେ। ଅତାବିରା ଥାନା …
Read More...

ମାନସିକ ଅନଗ୍ରସରଙ୍କ ପାଇଁ ସଚେତନତା ଶିବିର

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ମାନସିକ ଅନଗ୍ରସରଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ସ୍ମାରକୀ ମାନସିକ ଅନଗ୍ରସର ହିତକାରୀ…
Read More...

ବିଜେପି ଜିଲ୍ଲା ସଭାପତିଙ୍କ ସଦସ୍ୟତା ଅଭିଯାନ

କଣ୍ଟାବାଞ୍ଜି: ଝରଣୀ ଗାଁ ରେ ବିଜେପି ର ସଦସ୍ୟତା କାର୍ଯ୍ୟକ୍ରମ, ମମିତା ମେହେରଙ୍କ ବାପା ଓ ମା ହେଲେ ବିଜେପିର ସଦସ୍ୟ, ଅଳ୍ପସଂଖ୍ୟକ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ବିଜେପି ଜିଲ୍ଲା ସଭାପତି…
Read More...

ସୁଆଣ୍ଡୋ ଠାରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଳାପଥର: ବାଙ୍କୀ ପୂଜ୍ୟପୂଜା ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ପୂଣ୍ୟଶ୍ଳୋକ ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀରେ ବାଙ୍କୀ ପୂଜ୍ୟପୂଜା ଅନୁଷ୍ଠାନର ଏକ ପ୍ରତିନିଧି ଦଳ ସୁଆଣ୍ଡୋ ଗ୍ରସ୍ତ କରି ଗୋପବନ୍ଧୁଙ୍କ…
Read More...

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ପ୍ରବନ୍ଧ ପ୍ରତିଯୋଗିତା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ୧୪୮ ତମ ଜୟନ୍ତୀ ଏବଂ ୭୦ ତମ ବନ୍ୟାପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ…
Read More...

ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦୁଝରଗଡ଼଼: କେନ୍ଦୁଝର ‘ସମାଜ’ ପରିବାର ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ପୂର୍ବାହ୍ନ ୮ଟାରେ ଟେଲିଫୋନ ଏକ୍ସଚେଞ୍ଜସ୍ଥିତ…
Read More...

ଜିଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ସଚେତନତା ଶିବିର

କେନ୍ଦୁଝରଗଡ଼଼: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଏବଂ ଜିଲା ପ୍ରଶାସନ କେନ୍ଦୁଝରଙ୍କ ମିଳିତ ସହଯୋଗରେ ‘ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ-୨୦୧୬ ‘ ସମ୍ପର୍କିିତ ଏକ ସଚେତନତା ଶିବିର ଏବଂ କ୍ୟାମ୍ପ କୋର୍ଟ ବୁଧବାର…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

କେନ୍ଦୁଝରଗଡ଼଼: ଜେଲରୋଡସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କେନ୍ଦୁଝରଗଡ଼଼ ପକ୍ଷରୁ ବୁଧବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିସରରେ ଥିବା…
Read More...

ଶାରଦୀୟ ଦୁର୍ଗା ପୂଜାରେ ସୁଭଦ୍ରା ଭେଟି

ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାର ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୪ ତାରିଖରୁ  ଶୁଭାରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ସୃଷ୍ଟି ହୋଇ ପାରିଲା ନାହିଁ। ପୂର୍ବରୁ…
Read More...

ଦୁର୍ଗାପୂଜାରେ ଚଳଚଞ୍ଚଳ କଲ୍ୟାଣସିଂହପୁର ସହର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରାସୃତି ସଦନ ଠାରେ କରାଯାଉଥିବା ମୂର୍ତ୍ତି ପୂଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ। ଆଜି ମୂର୍ତ୍ତି ପୂଜା ଠାରେ ପୂଜକ ନରସିଂହ ତ୍ରିପାଠୀଙ୍କ ଦ୍ଵାରା…
Read More...

କେନାଲରେ ବୁଡି ନାବାଳକ ମୃତ

ଫୁଲବାଣୀ: ଶୌଚ ହେବାକୁ କେନାଲ ଯାଇଥିଲା ପାଦ ଖସି ପାଣିରେ ପଡ଼ି ଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତା କନାଲି ଗ୍ରାମର ରସାନନ୍ଦ…
Read More...

ଶାରଦୀୟ ଦୁର୍ଗା ପୂଜା ଆରମ୍ଭ, ଗାଁରୁ ସହର ସବୁଠି ଚଳଚଞ୍ଚଳ

କେନ୍ଦୁଝରଗଡ଼଼: ଜଗତଜନନୀ ମା’ଦୁର୍ଗାଙ୍କ ଶାରଦୀୟ ପୂଜା ବୁଧବାର ଠାରୁ ଆରମ୍ଭ ହୋଇଛି। ମା’ଙ୍କ ଆଗମନ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁରୁ ସହର। ବୁଧବାର ପୀଠରେ ମହାସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପ ମାନଙ୍କରେ…
Read More...

ଚୌଦ୍ୱାରରେ ଉତ୍କଳମଣି ଜୟନ୍ତୀ

ଚୌଦ୍ୱାର: ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେବକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ସଂସଦ ସମ୍ପାଦକ ଦିବ୍ୟଜ୍ୟୋତି ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର…
Read More...

ପ୍ରମୁଖ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଶାସନ ସଚିବମାନେ ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ। ଏହି…
Read More...

ପୋଷ୍ଟାଥନ ପଦଯାତ୍ର ଆୟୋଜିତ

ସମ୍ବଲପୁର: ବିଶ୍ୱ ଡାକ ଦିବସ ଉପଲକ୍ଷେ ବୁଧବାର ସମ୍ବଲପୁର ମୁଖ୍ୟ ଡାକଘର ପକ୍ଷରୁ ପୋଷ୍ଟମାଷ୍ଟର ତରଣୀ ସେନ ଭୁସାଗରଙ୍କ ନେତୃତ୍ୱରେ ‘ଫିଟ ପୋଷ୍ଟ, ଫିଟ ଇଣ୍ଡିଆ’ ବାର୍ତ୍ତା ନେଇ ପୋଷ୍ଟାଥନ ପଦଯାତ୍ରା ଆୟୋଜିତ ହୋଇଯାଇଛି।…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ଆଞ୍ଚଳିକ ପ୍ରକୃତି ପରିବେଶ ସରୁକ୍ଷା ମଞ୍ଚ ଓ ନୀଳଚକ୍ର ଅନୁଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଶାସନ ଭାଲୁବାହାଲ ସ୍ଥିତ ଏକାମ୍ର ବିହାର ଠାରେ ସ୍ଥିତ…
Read More...

ଫିଲାଟେଲି ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଫିଲାଟେଲି ବ୍ୟୁରୋ ତରଫରୁ ‘ଫିଲାଟେଲି ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଫିଲାଟେଲି ଡିପୋଜିଟ ଆକାଉନ୍ଟ, ଆକାଉନ୍ଟ ଗୁଡିକୁ ପୁନଃ ସଜ୍ଜ କରିବା,…
Read More...

ପୁଅର ମୃତ୍ୟୁ ପରେ ତାର ଶୁକ୍ରାଣୁ ବ୍ୟବହାର କରି ଜେଜେମା’ ହେବେ ଦମ୍ପତି

ଡେସ୍କ: ଏକ ଭାରତୀୟ ଦମ୍ପତି ଉଧାର ଗର୍ଭ ଜରିଆରେ ନିଜ ମୃତ ପୁଅର ସଂରକ୍ଷିତ ଶୂକ୍ରାଣୁ ବ୍ୟବହାର କରି ପରବର୍ତ୍ତୀ ପିଢ଼ି ସୃଷ୍ଟି କରିବେ। ସରୋଗେସି ବା ଉଧାର ଗର୍ଭ ଜରିଆରେ ନାତିନାତୁଣୀ ଜନ୍ମ କରିବା ପାଇଁ ମୃତ ପୁଅର…
Read More...

ବିଜେଡ଼ିକୁ ପରାସ୍ତ କରିବାକୁ କୋଟି କୋଟି ଖର୍ଚ୍ଚ କରିଥିବା ବିଭୀଷଣ କିଏ?

ଡେସ୍କ: ବିଜେଡି ଉପରେ ବର୍ଷିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିସ୍ପୋରକ ବୟାନ ଦେଲେ ବିଧାୟକ ଷୌଭିକ। ସେ କହିଥିଲେ, ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ। କଟକରେ…
Read More...

ଗୋପବନ୍ଧୁ ଜୟନ୍ତୀ ଅବସରରେ କଟକ ବିଜେଡି ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଡେସ୍କ: ପବିତ୍ର ଗୋପବନ୍ଧୁ ଜୟନ୍ତୀ ଅବସରରେ ଆଜି ବିଜୁ ଜନତା ଦଳ କଟକ ଜିଲ୍ଲା ପକ୍ଷରୁ ସ୍ଥାନୀୟ ସାରଳା ଭବନରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ…
Read More...

ପୁରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ପୁରୀ: ଜିଲା ପ୍ରଶାସନ, ସୂଚନା ଓ ଲୋକସଂପର୍କ ବିଭାଗ, ପୁରୀ ସେବା ସମିତି, ସର୍ବୋଦୟ ମେଳା କମିଟି ଏବଂ ଭାରତ ବିକାଶ ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ…
Read More...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କେବେ? ଶୀତଳ ଭଣ୍ଡାରରେ ଫାଇଲ

ଡେସ୍କ: ଚଳିତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ୨୦୨୨ ନିମନ୍ତେ ଓଡ଼ିଆ ଭାଷାର ଚଳଚ୍ଚିତ୍ର 'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶାବାସୀଙ୍କ ପାଇଁ ଆଜିର ଦିନଟି ସଫଳତା ଓ…
Read More...

ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ – ଏସସିବି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର

ଡେସ୍କ: ମଙ୍ଗଳବାର ରାଜ୍ୟ ସ୍ଵାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି ଅସ୍ଥି ଭଣ୍ଡାର (ବୋନ ବ୍ୟାଙ୍କ)। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ବଡ଼…
Read More...

ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ…
Read More...

ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ

ଡେସ୍କ: ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି। ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ୨୦୨୪ ପାଇଁ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। କୃତ୍ରିମ ନ୍ୟୁରାଲ ନେଟୱାର୍କ…
Read More...

ହରିୟାଣାରେ ମତଦାନ ହାର ୬୬.୯୬%, ୮ ତାରିଖରେ ଭୋଟ୍ ଗଣତି

ଡେସ୍କ: ନିର୍ବାଚନ ଆୟୋଗ ଜାରି କରିଥିବା ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ ହରିୟାଣାରେ ୬୬.୯୬% ମତଦାନ ହୋଇଛି। ଫତେହାବାଦ ଜିଲ୍ଲାରେ ସର୍ବାଧିକ ୭୪.୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଫରିଦାବାଦ ଜିଲ୍ଲାରେ ସର୍ବନିମ୍ନ ୫୫.୪୬%…
Read More...

ଇସ୍ରାଏଲ-ହମାସ ଯୁଦ୍ଧକୁ ପୁରିବ ବର୍ଷେ, ପଶ୍ଚିମ ଏସିଆ ଅଞ୍ଚଳରେ ବୃଦ୍ଧି ପାଉଛି ସଂଘର୍ଷ

ଡେସ୍କ: ଇସ୍ରାଏଲ ସେନା ବେରୁତର ଦକ୍ଷିଣ ଉପକଣ୍ଠରେ ଆକ୍ରମଣ ତୀବ୍ର କରିବା ସହ ଗାଜାରେ ଅଲ-ବାଲାହରେ ଥିବା ଏକ ମସଜିଦ ଉପରେ ବୋମା ମାଡ଼ କରିବା ଫଳରେ ୨୧ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୃତ୍ୟୁ ହେବା ସହ ଶତାଧିକ ଆହତ…
Read More...

ସୁରକ୍ଷା ପାଇଁ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ପଡ଼ିବ – ଆରଏସଏସ ମୁଖ୍ୟ ମୋହନ ଭାଗବତ

ଡେସ୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶନିବାର ହିନ୍ଦୁ ସମାଜର ସୁରକ୍ଷା ପାଇଁ ଭାଷା, ଜାତି ଓ ପ୍ରଦେଶର ମତଭେଦ ଏବଂ ବିବାଦକୁ ଦୂର କରି ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ବରଣ ନଗରଠାରେ…
Read More...

​ଧାରାର ବିପରୀତ ଏକଜିଟ ପୋଲ୍ – ୨ଟି ରାଜ୍ୟ ନିର୍ବାଚନରେ ହାରିବ ବିଜେପି

ଡେସ୍କ: ଜାମ୍ମୁ କାଶ୍ମୀର ଏବଂ ହରିୟାଣାରେ ସୁରୁଖୁରୁରେ ମତଦାନ ଶେଷ ହେବା ପରେ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାସକ ଦଳ ବିଜେପି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନଙ୍କଠାରୁ ଦୁଇଟି…
Read More...

ଜାପାନରେ ପ୍ରଚାର ପ୍ରସାର କରୁଛନ୍ତି ଶ୍ରୀକ୍ଷେତ୍ର ଐତିହ୍ୟ – ଶ୍ରୀକ୍ଷେତ୍ର ମିତ୍ର କୁନା ଦାଶ

ଡେସ୍କ: ଜାପାନରେ ଦୀର୍ଘ ୩୫ ବର୍ଷ ହେବ ରହୁଥିବା ଓ ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ, କଳା, ସଂସ୍କୃତି, ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର କରୁଥିବା କୁନା ଦାଶଙ୍କୁ ଶନିବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ…
Read More...

ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ ଅନୁଭୂତ

ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସକାଳେ ହଠାତ ପ୍ରଚଣ୍ଡ ଶବ୍ଦ ସହ ଘର ଦ୍ୱାର ଥରିବା ଆରମ୍ଭ କରିଥିଲା, ଫଳରେ ଲୋକମାନେ ଭୟରେ ବାହାରକୁ ପଳାଇ…
Read More...

କମିଶନରେଟ ପୁଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ପୂଜା କମିଟି ଓ ଶାନ୍ତି କମିଟି ଖପ୍ପା

ଡେସ୍କ: କମିସନରେଟ ପୁଲିସ ପକ୍ଷରୁ ଶନିବାର ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଅସନ୍ତୋଷ ପ୍ରକାଶ କରିଛି ପୂଜା କମିଟି ଓ ଶାନ୍ତି କମିଟି। ଅନୁଷ୍ଠିତ ବୈଠକରେ ଭସାଣି ସମୟରେ ଶବ୍ଦ ପ୍ରଦୂଷଣ ନେଇ ପାରମ୍ପରିକ ବାଜା…
Read More...

ଚନ୍ଦକା ଶିଳ୍ପାଞ୍ଚଳରେ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌

ଡେସ୍କ: ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଇନ୍ଫୋସିଟି ଥାନା ଅନ୍ତର୍ଗତ ଚନ୍ଦକା ଶିଳ୍ପାଅଞ୍ଚଳରେ ଥିବା ସିଭମ କେମିକାଲରୁ…
Read More...

ଏଥର ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶନିବାର ଏହି ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା’…
Read More...

ସରକାରୀ ସ୍ତରରେ ପାଳିତ ହେବ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ

ଡେସ୍କ: ଆଗାମୀ ଦିନରେ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଶନିବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ…
Read More...

ଅକ୍ଟୋବର ୭ ଓ ୧୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି

ଡେସ୍କ: ଚଳିତ ଅକ୍ଟୋବର ୭ ଓ ୧୪ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ସେହିଦିନ ଶୁଣାଣି ବନ୍ଦ…
Read More...

ଚିକିତ୍ସା ଅବହେଳା ଜନିତ ମୃତ୍ୟୁର ତଦନ୍ତ ଆରମ୍ଭ

ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ୨ ତାରିଖ ଦିନ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ…
Read More...

ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ। ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରିବା ସହ ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି…
Read More...

୧୨ଟି ଜିଲ୍ଲାକୁ ସତର୍କତା, କୋହଲା ପବନ ସହ ହେବ ବଜ୍ରପାତ

ଡେସ୍କ: ରାଜ୍ୟର ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହି ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୋହଲା ପବନ ବହିବା ସହ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି…
Read More...

କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ନୀତି ଓ ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ – ପ୍ରଧାନମନ୍ତ୍ରୀ

ଡେସ୍କ: ଯାଯାବର ଜନଜାତି ଓ ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଏବଂ ନୀତି…
Read More...

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା। ପ୍ରଥମ ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା ଟିମ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓସିଏ ଚୟନ କମିଟି…
Read More...

ଟ୍ରକ ମାଲିକ ସଂଘ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

କେନ୍ଦୁଝରଗଡ଼଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ ସଂଘ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ନିର୍ବାଚନ ସେପ୍ଟେମ୍ବର ୨୮ରେ ଅନୁଷ୍ଠିତ ହେବାପରେ ୨୯ତାରିଖ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇଥିଲା। ସଂଘର ସମସ୍ତ…
Read More...

ମହିଳା ସ୍ନାତକ କଲେଜରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏଥିରେ ସଭାପତିତ୍ବ କରି…
Read More...

ଆଖଣ୍ଡଳମଣିଙ୍କ ସମସ୍ତ ସ୍ଵର୍ଣ୍ଣଳଙ୍କାର ଓ ଆସବାବପତ୍ରର ଦାୟିତ୍ଵ ନେଲେ ଭଦ୍ରକ ନୂଆ ଉପଜିଲାପାଳ

ଆରଡି: ଭଦ୍ରକର ନୂଆ ଉପଜିଲାପାଳ ଭାବେ ଅବସ୍ଥାପନ କରିଥିବା ସୌରଭ ଚକ୍ରବର୍ତ୍ତୀ ଶୁକ୍ରବାର ସନ୍ଧ୍ୟାରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପହଁଚି ଦର୍ଶନ କରିବା ସହ ସେବାୟତଙ୍କ ଦ୍ବାରା ପୂଜାର୍ଚ୍ଚନା କରିଥିଲେ।…
Read More...

ଲକ୍ଷ୍ମୀ ମାଝୀ ଦୁଷ୍କର୍ମ ଓ ହତ୍ୟା ଘଟଣା-ଜିଲାପାଳ ଓ ଏସପିଙ୍କୁ ହାଜର ପାଇଁ ନୋଟିସ

ରାୟଗଡ଼ା: ରାୟଗଡା ଜିଲା ଚନ୍ଦ୍ରପୁରସ୍ଥିତ ମାଆ ଗୃହରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣାରେ ଜିଲାପାଳ ଓ ଏସପିଙ୍କୁ ହାଜର ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନର ନୋଟିସ କରିଛନ୍ତି । ଆସନ୍ତା ୧୭…
Read More...

ନବରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ, ଜନଜୀବନ ପ୍ରଭାବିତ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ପଦବୀରେ ଜିଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି କରିବା ଦାବିରେ ନବରଙ୍ଗପୁର ଜିଲାରେ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨…
Read More...

ନୂଆ ଶିକ୍ଷାନୀତି ଉପରେ କର୍ମଶାଳା

କଣ୍ଟାବାଞ୍ଜି: କେ.ଭି.ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ନୂଆ ଶିକ୍ଷା ନୀତି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମଲୋଚନ ବର୍ମା ସଭାପତିତ୍ବ କରି ନୂଆ ଶିକ୍ଷା ନୀତିର…
Read More...

ନଦୀବାଲି ଚୋରା ଚାଲାଣ ରୋକିବାରେ ଖଣି ବିଭାଗ ବିଫଳ

ଆଠଗଡ: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର ଚାଲିଛି । ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ପୂର୍ବରୁ ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୪ତମ ସମାବର୍ତ୍ତନ ଉତ୍ସବ

ବୁର୍ଲା: ଶିକ୍ଷା ଜୀବନକୁ ଚିହ୍ନେ ଓ ଚିହ୍ନାଏ। ଜୀବନର ସମସ୍ତ ଅନ୍ଧକାରକୁ ଦୂରୀଭୂତ କରିବାପାଇଁ ଶିକ୍ଷା ମଣିଷକୁ ସମର୍ଥ କରେ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ…
Read More...

ଛାତ୍ରସଂଘ ବାର୍ଷକ ଉତ୍ସବ ଉଦଘାଟିତ

ବୁର୍ଲା: ବୁର୍ଲା ଭିମସାରର ମେଡ଼ିକାଲ କଲେଜର ୟଜି ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ପ୍ରିସମସ-୨୦୨୪କୁ ମୁଖ୍ୟଅତିଥି ଭାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଉଦଘାଟନ କରିଚହନ୍ତି। ମାଁ ସମ୍ବଲେଶ୍ୱରୀଙ୍କ…
Read More...

ଭିମସାରର ଅବ୍ୟବସ୍ଥା ଗତ ୨୪ ବର୍ଷର ସରକାରଠାରୁ ଉତ୍ତରାଧିକାରୀ ସୂତ୍ରରୁ ମିଳିଛି – ମନ୍ତ୍ରୀ

ବୁର୍ଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଭିମସାର ଗସ୍ତରରେ ଆସି ସମୀକ୍ଷା କରିଛନ୍ତି। ବୈଠକରେ ଭିମସାରର ବିଭିନ୍ନ…
Read More...

ଏମ୍ସ ଭୁବନେଶ୍ୱରରେ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ,…
Read More...

ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ଅଗ୍ରସେନ ଜୟନ୍ତୀ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ୩୯ ତମ ଅଗ୍ରସେନ ଜୟନ୍ତୀ, ଅଗ୍ରସେନ ଭବନ ଠାରେ ପାଳିତ ହୋଇଯାଇଛି। ସମାଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନରେ ମାରୱାଡ଼ି ସମାଜର…
Read More...

ଲାଦରପାଲି ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ନବମ ଶାରଦୀୟ ଷୋଡ଼ଶ ପୂଜା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ  ଅନ୍ତର୍ଗତ ଲାଦରପାଲି ଠାରେ ୨୦୧୬ରେ  ଜନକଲ୍ୟାଣ କୁଳିତା ସମାଜ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ମାଁ ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ନବମ ଶାରଦୀୟ ଷୋଡ଼ଶ ପୂଜା ମହାସମାରୋହରେ ଆରମ୍ଭ…
Read More...

ସେଣ୍ଟ ଟେରେସା ସ୍କୁଲରେ ନିଃଶୁଳ୍କ ଦନ୍ତ ପରୀକ୍ଷା

କେନ୍ଦୁଝରଗଡ଼଼: ରୋଟାରୀ କ୍ଲବ ଯୋଡା ପକ୍ଷରୁ ସେଣ୍ଟ ଟେରେସା ସ୍କୁଲ ପରିସରରେ ଶୁକ୍ରବାର ଏକ ନିଃଶୁଳ୍କ ବିଦ୍ୟାଳୟ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର…
Read More...

ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟତା ଅଭିଯାନ ଓ ଚାରାରୋପଣ

କେନ୍ଦୁଝରଗଡ଼଼: ସାହାରାପଡ଼ା ବ୍ଲକ ତଣ୍ଡୋ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ ଓ ମା’ ନାମରେ ଗଛଟିଏ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ…
Read More...

ଜିଲା ଠିକାଦାର ସଂଘ ପକ୍ଷରୁ ଚାରାରୋପଣ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଠିକାଦାର ସଂଘ ପକ୍ଷରୁ ଶୁକ୍ରବାର ଡି.ଏନ୍‌‌.ହାଇସ୍କୁଲ ଠାରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦକ ଅନୁପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Read More...

ସାଇକେଲରେ ସମ୍ପୂର୍ଣ୍ଣ ଭାରତ ତୀର୍ଥ ଯାତ୍ରା

କେନ୍ଦୁଝରଗଡ଼଼: ପଶ୍ଚିମବଙ୍ଗ ଆଲିପୁରଦ୍ୱାର ଜିଲା ଜୟଗାଁଓ ଗ୍ରାମର ୨୨ବର୍ଷୀୟ ଯୁବକ ତପୋସ୍‌‌ ବର୍ମନ ଚଳିତ ବର୍ଷ ୨୯ ଜୁନରୁ ସାଇକେଲ ଯୋଗେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ ସହ ସମ୍ପୂର୍ଣ୍ଣ ଭାରତ ତୀର୍ଥ ଯାତ୍ରା…
Read More...

ନୈତିକ ସାମ୍ବାଦିକତାର ଶ୍ରେଷ୍ଠ ପରିଚୟ ହେଉଛି ‘ସମାଜ’ – ରାଜ୍ୟପାଳ ରଘୁବର ଦାସ

ଡେସ୍କ: ଅନେକ ଉତଥାନ ପତନ ଦେଇ ସଂଘର୍ଷ କରି ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 'ସମାଜ' ୧୦୫ ବର୍ଷରେ ପହଞ୍ଚିଛି। 'ସମାଜ' ଖବରକାଗଜ ସବୁ ସମୟରେ ସମାଜ ପ୍ରତି ତାର ପ୍ରତିବଦ୍ଧତା ପ୍ରକାଶ କରିଛି ବୋଲି ରାଜ୍ୟପାଳ ରଘୁବର…
Read More...

ହୋଟେଲ ଓ ରେସ୍ତୋରାଁରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ

ବାସୁଦେବପୁର: ବାସୁଦେବପୁର ସହରରେ ଥିବା ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ଖାଦ୍ୟର ମାନ ଯାଞ୍ଚ କରାଯାଇ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ…
Read More...

ମହାନଦୀରେ ବୁଡ଼ିଗଲେ ୨ ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର

ଡେସ୍କ: କଟକ ମହାନଦୀରେ ବୁଡି ଯାଇ ଶୁକ୍ରବାର ୨ ଜଣ ନିଖୋଜ ହେବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି। ଜଗତପୁର ବାଲିସାହି ନିକଟରେ ଆଜି ମହାନଦୀରେ…
Read More...

କଣ ଜବାବ ଦେବେ ସୁପ୍ରିମକୋର୍ଟଙ୍କୁ, ହରଡ଼ଘଣାରେ ଦିଲ୍ଲୀ ଉପରାଜ୍ୟପାଳ

ଡେସ୍କ: ଗତ କିଛି ବର୍ଷ ହେବ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କ ଅଯଥା ଓ ନିୟମ ବହିର୍ଭୁତ ହସ୍ତକ୍ଷେପ ବିଭ୍ରାଟ ସୃଷ୍ଟି କରୁଛି। ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅଧିକ…
Read More...

ଅକ୍ଟୋବର ୯ରେ ମିଳିବ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି

ଡ଼େସ୍କ: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର  ପ୍ରଥମ କିସ୍ତି  ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କୁ…
Read More...

କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ଚରଣ ସିଂହ ମୀନା

ଡ଼େସ୍କ: କେନ୍ଦ୍ରାଞ୍ଚଳ ଡିଆଇଜି ଭାବରେ ଦାୟିତ୍ଵ ଗ୍ରହଣ କଲେ ୨୦୦୯ ବ୍ୟାଚର ଆଇ ପି ଏସ ଚରଣ ସିଂହ ମୀନା। ଦାୟିତ୍ବ ନେବା ପରେ ସେ କହିଥିଲେ, ମୋ ସହିତ ସାଧାରଣ ଜନତା ସିଧାସଳଖ ଚବିଶ ଘଣ୍ଟା ଯୋଗାଯୋଗରେ ରହି ପାରିବେ। ମୋ…
Read More...

ପ୍ରକାଶ ପାଇଲା ଅକ୍ଟୋବର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ଚଳିତ ଅକ୍ଟୋବର ମାସ ପାଇଁ ଜିଲାପାଳ ଓ ଏସ୍‌‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ ପାଇଛି। ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଆସନ୍ତା ୭ ତାରିଖ ଜିଲାପାଳଙ୍କ…
Read More...

କାଶ୍‌‌ଭି ଗ୍ରୁପ୍‌‌ ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼଼: ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ ଇଣ୍ଡଷ୍ଟ୍ରୀଜ୍‌‌ର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନରେ…
Read More...

ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟରେ ‘ପ୍ରିଭିତ୍ତି-୨୦୨୪’

ପିପିଲି: ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ କମର୍ସ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼଼କୁରୁକି ସ୍ଥିତ ନୂତନ…
Read More...

ରାଜସ୍ୱ ମନ୍ତ୍ରୀଙ୍କ ଆହର କେନ୍ଦ୍ର ପରିଦର୍ଶନ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସମ୍ବଲପୁର ସହରର ଜେଲଖାନା ଛକ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଗରିବ ଲୋକଙ୍କ ସହିତ…
Read More...

ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସମ୍ବଲପୁର: ସାରା ଦେଶରେ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କ୍ରମରେ ଗତ ମାସ ୧୭ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସମ୍ବଲପୁର ଜିଲାର ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ତରଫରୁ ୯ଟି ବ୍ଲକରେ ସ୍ୱଚ୍ଛତା…
Read More...

ଓଡ଼ିଶାରେ ସୁଟିଂ ହେବ ଓଡିଆ ଓ ହିନ୍ଦୀ ଦ୍ୱିଭାଷୀ ଚଳଚ୍ଚିତ୍ର ‘ବାଇଓଲୋଜି’

କେନ୍ଦୁଝରଗଡ଼଼: ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ଜନ୍ମିତ ମୁମ୍ବାଇର ଚଳଚ୍ଚିତ୍ର ନିର୍ମାତା ବଦ୍ରିନାଥ ସାବତ ଆଗାମୀ ଦ୍ୱିଭାଷୀ ଚଳଚ୍ଚିତ୍ର ‘ବାଇଓଲୋଜି’ ପ୍ରକଳ୍ପ ସହିତ ଓଡ଼ିଶାରେ ନିଜ ମୂଳକୁ ଫେରିବାକୁ ପ୍ରସ୍ତୁତ…
Read More...

ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବଦଳିର ମାସେରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସେ ଦାୟିତ୍ଵ ହସ୍ତାନ୍ତର ନକରିବାରୁ  ଗ୍ରାମବାସୀ ବିଦ୍ୟାଳୟ…
Read More...

ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ଉଦଘାଟିତ 

ପାଟଣା: ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଶ୍ୟାମସୁନ୍ଦରପୁର ଠାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ…
Read More...

ପାଟଣାରେ ବ୍ଲକସ୍ତରୀୟ ସୁରଭି-୨୦୨୪ ଉଦଯାପିତ

ପାଟଣା: ପାଟଣା ବ୍ଲକସ୍ତରୀୟ ସୁରଭି ୨୦୨୪ ଓ ମଧ୍ୟାନ୍ନ ଭୋଜନ ସଚେତନତା ମେଳା ଆଜି ବ୍ଲକ ମୁଖ୍ୟାଳୟ ପାଟଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ…
Read More...

ଦିବ୍ୟାଙ୍ଗ ଜୁଆଙ୍ଗ ପିଲାଙ୍କୁ ପୋଷାକ ପ୍ରଦାନ  

ପାଟଣା: ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ତରଫରୁ ଘଟଗାଁ ବ୍ଲକର ସାନ୍ତରାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମର ଦିବ୍ୟାଙ୍ଗ ଜୁଆଙ୍ଗ ପିଲାମାନଙ୍କୁ ପୋଷାକ ଓ…
Read More...

ଆଖଣ୍ଡଳମଣିପୀଠରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଆରଡି: ଓଡିଶାର ସର୍ବପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨ଟି ପର୍ଯ୍ୟାୟରେ ୪୮କୋଟି ଟଙ୍କାର…
Read More...

ସତର୍କତା ଓ ସଚେତନତା ଏଡସ୍ ରୋଗରୁ ରକ୍ଷା କବଚ

ଆଠଗଡ:ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଯୁବ ରେଡକ୍ରସ ପକ୍ଷରୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କ୍ରମେ ଏଚଆଇଭି ବା ଏଡସ୍ ରୋଗ ସମ୍ପର୍କିତ ଏକ ସଚେତନତା…
Read More...

ଗୋପାଳପୁର -ବ୍ରହ୍ମପୁର ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଅଭାବରୁ ଅନ୍ଧାରରେ

ଗୋପାଳପୁର: ୧ କୋଟି ୨୦ ଲକ୍ଷ ବ୍ୟୟରେ ଗୋପାଳପୁର -ବ୍ରହ୍ମପୁର ପ୍ରାୟ ୧୦ କିମି ରାସ୍ତାରେ କରାଯାଇଥିବା ରାସ୍ତା କଡ ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପ୍ରାୟ ୩ କିମି ରାସ୍ତା ଅନ୍ଧାରରେ ରହୁଥିବା…
Read More...

ବୟସ୍କଙ୍କୁ ବିସିଜି ଟୀକାକରଣ ଉଦଘାଟିତ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ବୟସ୍କଙ୍କ ପାଇଁ ବିସିଜି ଟୀକାକରଣ ଉଦଘାଟିତ ହୋଇଯାଇଛି। କଟକ ଜିଲ୍ଲା ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ) ଡାକ୍ତର ଅଶୋକ କୁମାର ଦାସ ଓ ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ରୀଡ଼ା ପରିଷଦର ବାର୍ଷିକ ବୈଠକ ଅନୁଷ୍ଠିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ସିନେଟ ହଲ ଠାରେ ୨୦୨୪-୨୫ ବର୍ଷ ପାଇଁ  କ୍ରୀଡ଼ା ପରିଷଦ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଉଥିଲା। ଏହି ବୈଠକରେ ଚଳିତ ବର୍ଷ ୬୦ ଲକ୍ଷ ୭୦ ହଜାର ଟଙ୍କାର ବଜେଟ୍‌…
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ପଦ୍ମପୁର: ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଙ୍ଗଣରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୪” ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଅତିରିକ୍ତ…
Read More...

ବିଜୁ ଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ଜନସମ୍ପର୍କ ପଦଯାତ୍ରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ…
Read More...

ଆଠଗଡ ସହରରେ ବିଜେଡିର ପଦଯାତ୍ରା

ଆଠଗଡ: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖରୁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ଏହି…
Read More...

ନାଲକୋ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ

ଡ଼େସ୍କ: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ ହୋଇଯାଇଛି। ଖଣି…
Read More...

ଆଶାକର୍ମୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ଫୁଲବାଣୀ: ଆଶାକର୍ମୀମାନଙ୍କର ଦୀର୍ଘ ଦିନର ଦାବୀ ପୂରଣ ହୋଇ ପାରି ନାହିଁ। ତେଣୁ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ଏକ ଛଅଦଫା ସମ୍ବଳିତ ଦାବିପତ୍ର…
Read More...

ଆର୍ ନୂଆଁ ଗାଁ କ୍ଲଷ୍ଟରସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ

ଫୁଲବାଣୀ: ଆର୍ ନୂଆଁ ଗାଁ କ୍ଲଷ୍ଟରସ୍ତରୀୟ ସୁରଭି ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ଠାରେ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଖଜୁରୀପଡା ଅତିରିକ୍ତ ଗୋଷ୍ଠୀ…
Read More...

ଜାତୀୟ ସେବା ଯୋଜନା ପ୍ରତିଷ୍ଠା ସପ୍ତାହ ପାଳିତ

ଚୌଦ୍ୱାର: ଚୌଦ୍ୱାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ମହିଳା ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ସପ୍ତାହ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମୀ ରାଉତରାୟ ଏହି…
Read More...

ଡେଙ୍ଗୁ ସଚେତନତା ଅଭିଯାନ ଅନୁଷ୍ଠିତ

ଚୌଦ୍ୱାର: ଆଗ୍ରାହାଟ ପଞ୍ଚାୟତ କୁଜିବର ଗ୍ରାମରେ ଡେଙ୍ଗୁ ସଚେତନତା ଓ ଗ୍ରାମ ସଫେଇ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ୍‌‌ କଟକ ଅଭିନବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ ଓ…
Read More...