ପୁରୀ: ପୁରୀ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ବେଲଦଳ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି। ପ୍ରାଧିକରଣ ସଦସ୍ୟ ସଚିବ ପରିତୋଷ କୁମାର ସେଠୀ ସେଥିରେ ସଭାପତିତ୍ବ କରିଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଆଇନ ସହାୟତା ବ୍ୟବସ୍ଥା ବିଷୟରେ ବୈଠକରେ ସେ ଆଲୋଚନା କରିଥିଲେ।
Popular Categories



