ସିପିଏମ ଆଣିଲା ଅନାସ୍ଥା ପ୍ରସ୍ତାବ ନୋଟିସ

ନୂଆଦିଲ୍ଲୀ : ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ କଂଗ୍ରେସ ପରେ ବର୍ତ୍ତମାନ ସିପିଏମ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଆଣିଛି। ମଙ୍ଗଳବାର ଲୋକସଭାରେ ଦଳୀୟ ନେତା ପି.କରୁଣାକରନ ଲୋକସଭା…
Read More...

ଲୋକସଭା ପୁଣି ମୁଲତବୀ, ବିରୋଧୀ ନିରାଶ

ନୂଆଦିଲ୍ଲୀ : ମଙ୍ଗଳବାର ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ…
Read More...

ପ୍ରାପ୍ତ ବୟସ୍କଙ୍କ ସ୍ୱଇଚ୍ଛା ବିବାହରେ ହସ୍ତକ୍ଷେପ ବେଆଇନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରାପ୍ତ ବୟସ୍କ ଯୁବକ ଏବଂ ଯୁବତୀଙ୍କ ସହମ୍ମତି ଭିତ୍ତିକ (ସ୍ୱଇଚ୍ଛା) ବିବାହରେ ହସ୍ତକ୍ଷେପ ବେଆଇନ୍‌ । ଏହା ଉପରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ ବୋଲି ମଙ୍ଗଳବାର ଖାପ୍‌ ପଞ୍ଚାୟତ…
Read More...

୭ ପରିବାରର ୭ ବଖରା ଜଳିଗଲା

ବ୍ରହ୍ମପୁର: ଖଲ୍ଲିକୋଟ ବ୍ଲକ୍ ମଥୁରା ପଞ୍ଚାୟତ ନୂତନ ବ୍ରହ୍ମପୁର ଗ୍ରାମର ୭ ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଲକ୍ଷାଧିକ ସମ୍ପତି ସହ ଝିଅ ଶାଶୁଘର ଦେବାପାଇଁ ସାଇତି ରଖିଥିବା ଜଣେ ବ୍ୟକ୍ତିଙ୍କ କାଠ…
Read More...

ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା: କୋରିୟର ସଂସ୍ଥା କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମର ପଚରାଉଚୁରା

କଟକ: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅନୁସନ୍ଧାନ ଲାଗି କ୍ରାଇମବ୍ରାଞ୍ଚର ଦୁଇଜଣିଆ ଦଳ ମଙ୍ଗଳବାର ରାୟପୁରରେ ପହଞ୍ଚିଛନ୍ତି। ସେଠାରେ ସ୍କାଏ କିଙ୍ଗ କୋରିୟର ସଂସ୍ଥାର କର୍ମଚାରୀଙ୍କୁ…
Read More...

କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା: ତଦନ୍ତ କମିଶନଙ୍କ କାର୍ୟ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର ତଦନ୍ତ କମିଶନଙ୍କ କାର୍ୟ୍ୟକାଳ ବୃଦ୍ଧି କରିଛନ୍ତି। ପୂର୍ବରୁ ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ସମୟ ଧାର୍ୟ୍ୟ ହୋଇଥିଲେ ହେଁ…
Read More...

ଔରଙ୍ଗାବାଦ ହିଂସା ଘଟଣାରେ ୧୫୦ ଗିରଫ, ୧୪୪ ଧାରା ଜାରି

ଭାଗଲପୁର : ବିହାରର ଔରଙ୍ଗାବାଦଠାରେ ରାମନବମୀ ଦିନ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଗଠିତ ହିଂସାକାଣ୍ଡ ଘଟଣାରେ ପୁଲିସ୍ ୧୫୦ ଜଣଙ୍କୁ ଗିରଫ କରିଛି । ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ…
Read More...

ଆଇଟି ରିଟର୍ଣ୍ଣ: ମାର୍ଚ୍ଚ ୨୯ରୁ ୩୧ ଖୋଲା ରହିବ ଆୟକର ସେବା କେନ୍ଦ୍ର

ନୂଆଦିଲ୍ଲୀ : ଚଳିତମାସ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ରହିଥିବା ସତ୍ତ୍ୱେ ଆୟକର କାର୍ଯ୍ୟାଳୟ ଓ ଆୟକର ସେବା କେନ୍ଦ୍ର ଖୋଲା ରହିବ। ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ହେଉଥିବାବେଳେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷ…
Read More...

ମୋଦି ବିରୋଧୀ ମହାମେଣ୍ଟ ପାଇଁ ବିଭିନ୍ନ ଦଳର ନେତାଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଦିଲ୍ଲୀଠାରେ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି ।…
Read More...

ବଜାରରେ ଏମ୍‌ଆଇ ଏମ୍‌ଆଇଏକ୍ସ ୨ଏସ୍‌; ଏଥିରେ ରହିଛି ୮ ଜିବି ରାମ୍‌, ୨୫୬ ଜିବି ମେମୋରି ଏବଂ ଓୟାରଲେସ୍‌ ଚାର୍ଜିଂ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଜିଓମି ନୂଆ ମଡେଲ ଏମଆଇ ଏମଆଇଏକ୍ସ ୨ଏସ୍‌ର ବଜାର ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୩୪,୧୮୫ ଟଙ୍କା ରହିଛି। ଏଥିରେ ୬ ଜିବି ରାମ୍‌ ଓ ୬୪ ଜିବି…
Read More...

ଚୀନ ଋଣ ବୋଝରୁ ମୁକୁଳିବାକୁ ଶ୍ରୀଲଙ୍କା ମାଗିଲା ସାହଯ୍ୟ

କଲମ୍ବୋ : ଚୀନ ଋଣରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କା ଏଥିରୁ ମୁକୁଳିବା ପାଇଁ ଭାରତ ଓ ଜାପାନକୁ ସାହଯ୍ୟ ମାଗିଛି । ଭିତ୍ତିଭୂମି ବିକାଶ ପାଇଁ ଚୀନଠୁ ଋଣ ଆଣି ଶ୍ରୀଲଙ୍କା ଫସି ଯାଇଛି । ଋଣ ପରିଶୋଧ କରିପାରୁନଥିବାରୁ…
Read More...

ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହାରିଲେ ଯୁବକ

ବାଲେଶ୍ବର: ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଜଣେ ଯୁବକ ଜୀବନ ହାରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲା ସୋର କୁପାରୀ ରାସ୍ତା ବ୍ରାହ୍ମଣୀ ପୋଖରୀ ନିକଟରେ ଘଟିଛି । ଦୁଇ…
Read More...

ଖରାରେ ବସିବାର ଉପକାରିତା

ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୧୬-୧୭ରେ ଦିଲ୍ଲୀରେ ୨୫%ରୁ ଅଧିକ ଲୋକେ ଭିଟାମିନ୍ ‘ଡି’ ଅଭାବଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପଛର ମୁଖ୍ୟ କାରଣ ହେଉଛି ଦିଲ୍ଲୀରେ ଅସହ୍ୟ ଗରମ ଏପ୍ରିଲରୁ ଜୁଲାଇ…
Read More...

ସଲମାନଙ୍କ ବଦାନ୍ୟତା

ପ୍ରକୃତରେ ଦବଙ୍ଗ ଖାନ୍ ସଲମାନ୍ ବଦଳି ଯାଇଛନ୍ତି। ଏହା ତାଙ୍କ ସହିତ କାମ କରୁଥିବା ସହକଳାକାରଙ୍କ ଠାରୁ ଆରମ୍ଭ କରି ୟୁନିଟ୍ ସଦସ୍ୟ ସମସ୍ତେ କହୁଛନ୍ତି। ୧୯୯୫ରେ ସଲମାନ୍ ଅଭିନୀତ ‘ବୀରଗତି’ ମୁକ୍ତିଲାଭ କରିଥିଲା। ସେ…
Read More...

ଦଳ ଛାଡିବା ନେଇ ବ୍ରହ୍ମପୁରରେ କଂଗ୍ରେସର ସମାବେଶ

ବ୍ରହ୍ମପୁର: ଦଳ ଛାଡିବା ନେଇ କର୍ମୀ ଓ ସମର୍ଥକଙ୍କ ମତାମତ ସଂଗ୍ରହ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଚନ୍ଦ୍ରଶେଖର ସାହୁ ଓ ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କହ ଦ୍ୱାରା ଆୟୋଜିତ ସମାବେଶ…
Read More...

ଟ୍ରାଫିକ୍ ସିଗନାଲରେ ମୁକେଶ ଅମ୍ବାନୀ ଦେଇଥିଲେ ବିବାହ ପ୍ରସ୍ତାବ

ଭାରତର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଆଜିକାଲି ଚର୍ଚ୍ଚା ପରିସରରେ ଅଛନ୍ତି। ଏହା ପଛର ଗୋଟିଏ କାରଣ ହେଉଛି ତାଙ୍କ ବ୍ୟାବସାୟିକ ସଫଳତା। ଅନ୍ୟତମ କାରଣ ହେଉଛି ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ। ଗୋଆରେ…
Read More...

କମିସନରେଟ୍‌ ପୁଲିସର ନୂଆ ଡିସିପି ଅନୁପ କୁମାର ସାହୁ

ଭୁବନେଶ୍ୱର: ଆଇପିଏସ ଅଫିସର ଅନୁପ କୁମାର ସାହୁ ମଙ୍ଗଳବାର ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବେ ବୋଲି…
Read More...

ମନ୍ଦିରର ରକ୍ଷକ ସାଜିଛି କୁମ୍ଭୀର ! ଆଶ୍ଚର୍ଯ୍ୟ ଲାଗୁଛି କି ?

କେରଳର ପ୍ରସିଦ୍ଧ ଅନନ୍ତପୁର ମନ୍ଦିରକୁ ଦୈନିକ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମେ। ତେବେ ଭଗବାନଙ୍କୁ ଦର୍ଶନ ସହ ଭକ୍ତମାନେ ଏହି ମନ୍ଦିରର ରକ୍ଷକ ତଥା ଜଗୁଆଳ ଦାୟିତ୍ବ ତୁଲାଉଥିବା କୁମ୍ଭୀରର ଦର୍ଶନକୁ ମଧ୍ୟ ଶୁଭ ମଣନ୍ତି।…
Read More...

ନଖ କାମୁଡ଼ିବାର କାରଣ

ପ୍ରତି ୧୫ଜଣରେ ୬ଜଣ ଲୋକ ନଖ କାମୁଡ଼ୁଥିବାର ଦେଖାଯାଏ। କେବଳ ଏହା ପିଲାଙ୍କ ବଦଭ୍ୟାସ ନୁହେଁ, ବରଂ ବୟସ୍କ ବର୍ଗର ଲୋକେ ମଧ୍ୟ ନଖ କାମୁଡ଼ିଥାନ୍ତି। ନିକଟରେ କାଲିଫର୍ଣ୍ଣିଆର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରି କିଛି…
Read More...

ମାଓକ୍ୟାମ୍ପରେ ପୁଲିସର ଅଚାନକ୍ ଚଢଉ

କନ୍ଧମାଳ: ଖଜରୁୀପଡା କୁକୁଲାଝର ଜଙ୍ଗଲରେ ମାଓକ୍ୟାମ୍ପରେ ଅଚାନକ ଭାବରେ ପୁଲିସ ଚଢଉ କରିଛି । ଫଳରେ କ୍ୟାମ୍ପରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।…
Read More...

ମେ ୧୨ରେ କର୍ଣ୍ଣାଟକ ନିର୍ବାଚନ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ରେ ୨୨୪ ସଦସ୍ୟଙ୍କ ପାଇଁ ଭୋଟ୍‌ ପ୍ରକ୍ରିୟା ହେବ। ମେ ୧୫ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ମେ ୨୮ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଆଜି…
Read More...

ସଡକ ଦୁର୍ଘଟଣାରେ ୮ ଗୁରୁତର

ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ବାଇପାସ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୮ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରାସ୍ତାରେ ଗାଡି…
Read More...

ନଦୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ  

କେନ୍ଦ୍ରାପଡ଼ା: ମଙ୍ଗଳାବାର ସକାଳେ ଗୋବରୀ ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ହେଲା ନଟବର ଦାସ(୫୬) ଓ ତାଙ୍କ ଘର କେନ୍ଦ୍ରାପଡ଼ା ସହରର ଉଦୟନଗର ଅଞ୍ଚଳରେ ବୋଲି ଜଣାପଡିଛି ।…
Read More...

ଯୁବ ବିଜେଡି ନେତା ହତ୍ୟାକାଣ୍ଡ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଢେଙ୍କାନାଳ: ଯୁବ ବିଜେଡି ନେତା ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ତାଙ୍କ ସମର୍ଥନମାନେ ରାସ୍ତାରୋକ କରିଛନ୍ତି । ମଙ୍ଗଳବାର ସକାଳେ ତାଳଚେର-ଭୁବନ ୫୩ ନମ୍ବର ଜାତୀୟ…
Read More...

ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି

ଭୁବନେଶ୍ବର: ଆଜି ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି ଘୋଷଣା ହୋଇଛି । ଲୋକାୟୁକ୍ତ ନିଯୁକ୍ତି ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ନରସିଂହ ମିଶ୍ରଙ୍କ…
Read More...

ଆସନ୍ତା ବର୍ଷରୁ ବିଏସ୍‍ଏନ୍‍ଏଲ୍‍ର ୪ଜି ଇଣ୍ଟରନେଟ୍‍ ସେବା

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‍ଏନ୍‍ଏଲ୍‍ ଆସନ୍ତା ବର୍ଷରୁ ରାଜ୍ୟରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି। ୪ଜି ସେବା ଆରମ୍ଭ ପାଇଁ ଆବଶ୍ୟକ ସ୍ପେକ୍ଟ୍ରମ୍‍ ଅଭାବ ରହିଥିଲା। ତେବେ ଏହି ସମସ୍ୟ।। ଏବେ ଦୂର…
Read More...

ମାଲ ପରିବହନରେ ରେକର୍ଡ : ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପାରାଦୀପ ବନ୍ଦର ଦ୍ୱିତୀୟ • ପାରାଦୀପ ବନ୍ଦରର ଉପଲବ୍ଧି ହାସଲ କରିଥିବାରୁ ଆଗାମୀ ଦିନରେ ଏହା ଜାରୀ ରହିବ • ବୋଲି ଆଶା ବ୍ୟକ୍ତ କଲେ ଶ୍ରୀ ପ୍ରଧାନ ପାରାଦୀପ…
Read More...

ଏପ୍ରିଲ୍‌ ୮ରେ ଜେଇଇ ମେନ୍‌

ଭୁବନେଶ୍ୱର  : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଜେଇଇ ମେନ୍‌ ଏବଂ ଜେଇଇ ଆଡ୍‌ଭାନ୍ସଡ୍‌ ୨୦୧୮ ପରୀକ୍ଷା କରାଯିବ। ଜେଇଇ ମେନ୍‌ ୨୦୧୮ ଅଫ୍‌ ଲାଇନ୍‌ ପରୀକ୍ଷା ଏପ୍ରିଲ୍‌ ୮ରେ ଅନୁଷ୍ଠିତ ହେବ।…
Read More...

କଳାଫର୍ଦରେ ପଞ୍ଚାୟତିରାଜ

-ମନରେଗାରେ ବ୍ୟାପକ ଅନିୟମିତତା, -୩୧୧୫କୋଟି ଟଙ୍କା ପ୍ରଦାନରେ ବିଳମ୍ବ -କାମ ନ କରି ମୂଲ; କାମ କରି କମ୍‍ ମଜୁରି,  -ରାଜୀବ ଆବାସରେ ବ୍ୟାପକ ତଞ୍ଚକତା -ଅସ୍ୱଚ୍ଛରେ ଗତି କରୁଛି ସ୍ୱଚ୍ଛଭାରତ ମିଶନ, -୬୫ହଜାର କୋଟି…
Read More...

୩୧ରେ ଘୂର୍ଣ୍ଣିବଳୟ

ବଢ଼ିବ ତାତି, କାଳବୈଶାଖୀ ସମ୍ଭାବନା ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରକୋପ ବୃଦ୍ଧି ସହିତ କେତେକ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହୋଇଛି। ବିଶେଷ କରି ଟିଟିଲାଗଡ଼ ଓ ସୋନପୁରରେ ଆଜି ସର୍ବାଧିକ…
Read More...

ଜିଅନ୍ତା ଜାଳିଥିଲେ

ଉତ୍ତର ଭୁବନେଶ୍ୱର : ସେକ୍ସ ଭିଡିଓ ଭାଇରାଲକୁ ନେଇ ହୋଇଥିବା ବହୁଚର୍ଚ୍ଚିତ କୁଆଖାଇ ନଦୀପଠା ହତ୍ୟାକାଣ୍ଡ ଘଟଣାରେ ବଡ଼ଗଡ଼ ଅଞ୍ଚଳର ମୃତ ଉନ୍ମୟ ପାଢୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସୋମବାର କମିଶନରେଟ ପୁଲିସର ହସ୍ତଗତ…
Read More...

ଦଳ ହୁଇପ୍‌ ଉଲ୍ଲଘଂନ କଲେ ରଦ୍ଦ ହେବ ସଭ୍ୟପଦ

ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ-୨୦୧୮ ପାରିତ ଭୁବନେଶ୍ୱର : ଜଣେ କାଉନସିଲର ବା କର୍ପୋରେଟର ଯେଉଁ ରାଜନୈତିକ ଦଳର ହୋଇଥିବେ ସେମାନେ ସେହି ଦଳର ହୁଇପ୍‌କୁ ଅବମାନନନା କଲେ ଅଯୋଗ୍ୟ ଘୋଷିତ ହେବେ। ସେମାନେ ଯେଉଁ…
Read More...

୩୨୫ ଜଣିଆ ଦଳକୁ ସ୍ୱୀକୃତି ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଏପ୍ରିଲ୍‍ ୪ରୁ ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ୩୨୫ ଜଣିଆ ଭାରତୀୟ ଦଳକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ୱୀକୃତି ପ୍ରଦାନ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଆବଶ୍ୟକ ଥିବା ସାହାଯ୍ୟ ମିଳିବ। ନିଜକୁ କଳହ ମୁକ୍ତ ରଖିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକ୍ଷେତ୍ରରୁ ଲାଭ ମିଳିପାରେ। ବିଦ୍ୟାର୍ଥୀଙ୍କ ଚେଷ୍ଟା ଫଳବତୀ ହେବ।…
Read More...

ଅଭୟାରଣ୍ୟରେ ପଶି ଗୋରୁଚାଲାଣ ଉଦ୍ୟମ ; ୧୨ ଗିରଫ

ନରସିଂହପୁର : ନରସିଂହପୁର ଥାନା ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଜଙ୍ଗଲ ଭିତରକୁ ପଶି ସେଠାରୁ କଲକାତାକୁ ଗୋରୁ ଚୋରାଚାଲାଣ ଉଦ୍ୟମ କରୁଥିବା ୧୨ଜଣଙ୍କୁ ବନବିଭାଗ ଗିରଫ କରିଛି। ସାତକୋଶିଆ ଅଭୟାରଣ୍ୟର…
Read More...

ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ; ଫାଇନାଲରୁ ବାଦ୍‍ 

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମହିଳା ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରଖିଛି। ଲିଗ୍‍ ପର୍ଯ୍ୟାୟରେ କ୍ରମାଗତ ୩ୟ ପରାଜୟ ଭୋଗିବା ପରେ ଭାରତର…
Read More...

କାହାକୁ ମିଳିବ ନାହିଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବର୍ତ୍ତମାନ ପରିସ୍ଥିତିରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଶ୍ରେଣୀରେ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ଲୋକସଭାରେ ଜଣାଇଛନ୍ତି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଏକ ଲିଖିତ ପ୍ରଶ୍ନର…
Read More...

ଆପୋଷ ବୁଝାମଣା ବଦଳରେ ଯୁବତୀଙ୍କୁ ଗଣବଳାତ୍କାର

ଲାହୋର : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆପୋଷ ବୁଝାମଣା ନାମରେ ଏକ ବିବାଦର ସମାଧାନ ପାଇଁ ବଳାତ୍କାରକୁ ସ୍ୱୀକୃତି ଦେବା ଭଳି ଏକ ଘୃଣ୍ୟ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି । ଏହି…
Read More...

କାର୍‌ରେ ବନ୍ଦ ରହି ୬ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲା ଅନ୍ତର୍ଗତ ଡୋଲାରିଆ ସହରରେ ୬ ବର୍ଷର ଜଣେ ସ୍କୁଲ ଛାତ୍ର ଏକ କାର୍‌ରେ ପ୍ରାୟ ଚାରି ଘଣ୍ଟା ବନ୍ଦ ରହିବାପରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡିଛି। ମାର୍ଚ୍ଚ ୧୯ରେ…
Read More...

ରୁଷ ସପିଂ ମଲ୍‌ରେ ଅଗ୍ନିକାଣ୍ଡ; ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି

ମସ୍କୋ : ରୁଷର ସାଇବେରିଆ ପ୍ରଦେଶ ଅନ୍ତର୍ଗତ କେମେରୋଭୋ ସହରରେ ରବିବାର ଏକ ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୪ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ମଲ୍‌ରେ ଥିବା ଅନ୍ୟ ୬୯…
Read More...

ଆଇଏନଏକ୍ସ ମିଡିଆ ମାମଲା ; ୩୧ ପର୍ଯ୍ୟନ୍ତ ସିବିଆଇ ହାଜତକୁ ଗଲେ ପିଟର

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ପିଟର ମୁଖାର୍ଜୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇଛନ୍ତି। ବେଆଇନ ଅର୍ଥ ହେରଫେର ଅଭିଯୋଗକୁ ଭିତ୍ତିକରି ସିବିଆଇ ପକ୍ଷରୁ ଆଇଏନଏକ୍ସ…
Read More...

ଭାରତୀୟ ଆକାଶସୀମାରେ ଚୀନ ହେଲିକପ୍ଟର

ନୂଆଦିଲ୍ଲୀ : ସୋମବାର ଚୀନ ବାୟୁସେନାର ଏକ ହେଲିକପ୍ଟର ଉତ୍ତରାଖଣ୍ଡ ନିକଟରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଆକାଶସୀମାରେ ଅନୁପ୍ରବେଶ କରିଥିବା ଜଣାପଡିଛି। ଚାମୋଲି ଜିଲା ଅନ୍ତର୍ଗତ ବାରାହୋଟି ଅଞ୍ଚଳରେ ଚୀନର…
Read More...

କଂଗ୍ରେସରେ ମିଶିଲେ କର୍ଣ୍ଣାଟକର ୭ ବିଦ୍ରୋହୀ ଜେଡିଏସ୍‌ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଜେଡିଏସ୍‌ (ଜନତା ଦଳ ସେକୁଲାର) ଦଳର ୭ ଜଣ ବିଧାୟକ କଂଗ୍ରେସରେ ଯୋଗଦେଇଛନ୍ତି। ଫଳରେ ରାଜ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ଜେଡିଏସ୍‌ ଦଳକୁ ଶକ୍ତ ଧକ୍କା ପହଞ୍ଚଛି।…
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶ୍ରୀନଗର ଟ୍ୟୁଲିପ୍‌ ବଗିଚା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରରେ ଥିବା ଏସିଆର ସର୍ବବୃହତ ଇନ୍ଦିରା ଗାନ୍ଧି ସ୍ମାରକୀ ଟ୍ୟୁଲିପ୍‌ ବଗିଚାକୁ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ପ୍ରସିଦ୍ଧ ଡାଲ୍‌ ହ୍ରଦ କୂଳରେ ତଥା ଜବରୱାନ…
Read More...

୯୦ଜଣଙ୍କୁ ଦୀକ୍ଷା ଦେଲେ ରାମଦେବ

ହରିଦ୍ୱାର : ରାମନବମୀ ଅବସରରେ ଯୋଗଗୁରୁ ରାମଦେବ ଏକ ନୂଆ ପଦକ୍ଷେପ ନେଇଛନ୍ତି। ନୂଆ ପଦକ୍ଷେପ ସ୍ୱରୂପ ରାମଦେବ ୯୦ ସନ୍ନ୍ୟାସୀଙ୍କୁ ଦୀକ୍ଷା ଦେଇଛନ୍ତି। ଏହି ସନ୍ନ୍ୟାସୀମାନେ ପତଞ୍ଜଳି ଆଶ୍ରମରେ ଶିକ୍ଷା ଲାଭ କରିଛନ୍ତି।…
Read More...

ମୁଶରଫଙ୍କୁ ସୁରକ୍ଷା ଦେବାକୁ ମନାକଲା ପାକିସ୍ତାନ

ଇସଲାମାବାଦ : ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ସରକାର ମନା କରିଛନ୍ତି। ମୁଶରଫ ଏବେ ଦୁବାଇରେ ରହୁଥିବାବେଳେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ ରହିଛି। ଏହି ଦେଶଦ୍ରୋହ…
Read More...

୬୦ରୁଷ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ଆମେରିକା

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ସରକାର ସୋମବାର ୬୦ଜଣ ରୁଷ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛନ୍ତି। ଆମେରିକାରେ କାର୍ଯ୍ୟରତ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ସହିତ ସିଟେଲସ୍ଥିତ ବାଣିଜ୍ୟିକ…
Read More...

ଟ୍ରାକ୍ଟର ଓଲଟି ଚାଳକ ମୃତ

ମୋହନା : ଅଡବା ଥାନା ଅଧୀନ ପାଣିଗଣ୍ଡା ପଞ୍ଚାୟତ ସାତଭଉଣୀ ଘାଟିରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ତୁରାଣୀପାଣି ଗ୍ରାମର ଯଶବନ୍ତ ଦଳବେହେରା (୨୭) ଟ୍ରାକ୍ଟର ନଂ ଓଡି ୦୭ ସି ୬୫୧୩ ନେଇ…
Read More...

ମୁମୂର୍ଷୁ ଅବସ୍ଥାରେ ଶିଶୁ ଉଦ୍ଧାର ଘଟଣା ; ଅଭିଯୁକ୍ତ ଗିରଫ

ପିପିଲି :ପିପିଲି ବଜାର ସ୍ଥିତ ଭବାନୀପୁର ଅଞ୍ଚଳର ଜଣେ ୮ବର୍ଷର ନିଖୋଜ ଶିଶୁପୁତ୍ରକୁ ମୁମୂର୍ଷୁ ଅବସ୍ଥାରେ ପୁଲିସ ରବିବାର ରାତିରେ ଉଦ୍ଧାର କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାରେ ଅଭିଯୁକ୍ତ…
Read More...

ଝିଅ ସାମ୍ନାରେ ମାଆକୁ ହାଣିଲା ବାପା

କାଲିମେଳା : ମାଲକାନଗିରି ଜିଲା ଏମଭି-୭୯ ଥାନା ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମର ବକୁଲ ସରଦାରଙ୍କ ପୁଅ ସୁଜିତ ସରଦାର ନିଜ ୨ ବର୍ଷର ଝିଅ ସମ୍ମୁଖରେ ସ୍ତ୍ରୀ ଅନିତା ସରଦାର(୨୮)କୁ ଏକ ଧାରୁଆ ଅସ୍ତ୍ରରେ…
Read More...

ନାଟକୀୟ ଢଙ୍ଗରେ ଜୁଆଡିଙ୍କୁ ଗିରଫ କଲା ପୁଲିସ୍

କଟକ : ନାଟକୀୟ ଢଂଗରେ ବନ୍ଧୁକ ଫୁଟାଇ ମହାନଦୀ ପଠାରୁ ଜୁଆଡିଆଙ୍କୁ ଚାଉଳିଆଗଞ୍ଜ ପୂଲିସ୍ ଗିରଫ କରିବାରେ ସଫଳ ହୋଇଛି । ଏହି ଅପ୍ରେସନ୍ ପାଇଁ ପୁଲିସକୁ ଗାଈଗୋରୁ ଚରାଇବା ପାଇଁ ପଡିଥିଲା ।
Read More...

ତୃତୀୟ ସାମ୍ମୁଖ୍ୟ ପାଇଁ ଦିଲ୍ଲୀରେ ମମତା

କଲକାତା : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପ୍ରୟାସ…
Read More...

ଲିଙ୍ଗାୟତ ପ୍ରସଙ୍ଗ ; ଶିବକୁମାର ସ୍ୱାମୀଙ୍କୁ ଭେଟିଲେ ଅମିତ୍‌ ଶାହା

ବେଙ୍ଗାଲୁରୁ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ଅମିତ୍‌ ଶାହା ସୋମବାର ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରିଛନ୍ତି। ଏହି ଅବସରରେ ସେ ତୁମକୁରଠାରେ ସିଦ୍ଦଗଙ୍ଗା ମଠର…
Read More...

୨୪ ହାଇକୋର୍ଟରେ ୪୨.୬୯ଟି ମାମଲା ବିଚାରାଧୀନ

ନୂଆଦିଲ୍ଲୀ : ଦେଶର ୨୪ଟି ହାଇକୋର୍ଟରେ ୪୨.୬୯ ଲକ୍ଷ ମାମଲା ବିଚାର ଅପେକ୍ଷାରେ ରହିଛି। ସେଗୁଡିକ ମଧ୍ୟରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ମାମଲା ଗତ ୧୦ ବର୍ଷ ହେବ ପଡିରହିଛି। ଏହି ଦଶ ଲକ୍ଷ ମାମଲା ମଧ୍ୟରୁ ଅଧିକାଂଶ ଗତ ୨୦…
Read More...

ଏଆଇସିଟିଇ ସ୍ୱୀକୃତି ନ ଥିବା ଇଞ୍ଜିନିୟରିଂ କଲେଜରେ ନାମଲେଖା ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ : ଓଡ଼ିଶା ଉଠାଜଳସେଚନ ନିଗମ ଏବଂ ରବିଶଙ୍କର ପେଟ୍ରୋ ଆଣ୍ଡ ଓଆର୍‌ଏସ୍‌ ମଧ୍ୟରେ ରହିଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିକ୍ରମେ…
Read More...

ନିକାହ ହଲାଲା ଏବଂ ବହୁବିବାହର ସାମ୍ବିଧାନିକ ବୈଧତା ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ନିକାହ ହଲାଲା ଓ ବହୁ ବିବାହ ପ୍ରଥା ସାମ୍ବିଧାନିକ ନା ନୁହେଁ ତାର ବୈଧତା ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ସୋମବାର ସହମ୍ମତି ପ୍ରକାଶ କରିଛନ୍ତି । ଏହା ଉପରେ ଜବାବ…
Read More...

ଭାରତ ଡୋକଲାମ ଅଚଳାବସ୍ଥାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ : ଚୀନ

ବେଜିଂ : ଡୋକଲାମର ବିବାଦୀୟ ପରିସ୍ଥିତି ପାଇଁ ଭାରତୀୟ ରାଷ୍ଟ୍ରଦୂତ ଚୀନକୁ ଦାୟୀ କରିବା ପରେ ଚୀନ ଏହାର ଜବାବ ରଖିଛି । ଚୀନ ପକ୍ଷରୁ ଡୋକଲାମ ତାର ଅଂଶ ଓ ଉକ୍ତ ଗତିରୋଧରୁ ଭାରତ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି…
Read More...

ଗୋରୁ ଚାଲଣ ଅଭିଯୋଗରେ ୧୨ ଗିରଫ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଦେଇ ଗୋରୁ ଚାଲଣ କରୁଥିବା ୧୨ ଜଣଙ୍କୁ ବିନବିଭାଗ ଗିରଫ କରିଛି । ସାତକୋଶିଆ ଅଭୟାରଣ୍ୟ କୋର ଅଞ୍ଚଳରେ ନିଆଁ ଲଗାଇ ମାଫିଆମାନେ ଗୋରୁ ଚାଲଣ କରି ଆସୁଥିଲେ । ବିନବିଭାଗ କର୍ମଚାରୀମାନେ ନିଆଁ…
Read More...

ଡୋକରି ଘାଟିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ, ୪ ମହିଳା ମାଓବାଦୀ ମୃତ

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଡୋକରି ଘାଟିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟରେ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତ ମାଓବାଦୀ ସମସ୍ତେ ମହିଳା ବୋଲି ସାମ୍ବାଦିକ…
Read More...

ସାମ୍ବାଦିକଙ୍କୁ ଟ୍ରକ୍‌ ଚଢାଇ ମାରିଦେଲେ ବାଲି ମାଫିଆ

ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ସନ୍ଦୀପ ଶର୍ମା ନାମକ ଜଣେ ସାମ୍ବାଦିକଙ୍କୁ ସୋମବାର ସକାଳେ ଟ୍ରକ୍‌ ଚଢାଇ ହତ୍ୟା କରାଯିବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସନ୍ଦୀପ ନ୍ୟୁଜ୍‌ ୱାଲ୍ଡ ନାମକ ଏକ…
Read More...

ଆସନ୍ତା ଶନିବାରରେ ବ୍ୟାଙ୍କ ବନ୍ଦ ହେବନାହିଁ

ଚେନ୍ନାଇ:  ୪ରୁ ୫ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ହେବ  ବୋଲି ବିଭିନ୍ନ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ମାତ୍ର ଲଗାତାର ଏତେ ଦିନ ଧରି ବ୍ୟାଙ୍କ ବନ୍ଦ ହେବ ନାହିଁ ବୋଲି  ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ୍‌…
Read More...

କେଜେରିୱାଲଙ୍କ ରାଲିରେ ଯୋଗ ଦେଲେ ୩୫୦ ଟଙ୍କା!

ହିସାର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କ ଦ୍ୱାରା ହରିୟାଣାର ହିସାରରେ ରବିବାର ଆୟୋଜିତ ରାଲିରେ ଯୋଗ ଦେବା ପାଇଁ ଲୋକଙ୍କୁ ଅର୍ଥ ପ୍ରଲୋଭନ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ରାଲିରେ କେଜେରିୱାଲ…
Read More...

ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ହଟିଲେ ସ୍ମିଥ, ରାହାଣେ ସମ୍ଭାଳିବେ ଭାର

ନୂଆଦିଲ୍ଲୀ : ବଲ ଟ୍ୟାମ୍ପରିଂ ମାମଲାରେ ଛନ୍ଦି ହୋଇ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ପଦ ହରାଇବା ପରେ ଷ୍ଟିଭେନ ସ୍ମିଥଙ୍କୁ ଆଉ ଏକ ଝଟକା ଲାଗିଛି । ଇଣ୍ଡିଆନ ପ୍ରମିୟର ଲିଗର ପ୍ରାଞ୍ଚାଇଜ ଦଳ ରାଜସ୍ଥାନ ରୟାଲ୍ସ…
Read More...

ଜଳାଭାବ ପାଇଁ ଜାରି ହେବ ଜରୁରୀକାଳୀନ ପରିସ୍ଥିତି

ବିଶେଷଜ୍ଞଙ୍କ ମତରେ ଏବେ ମଧ୍ୟ ଲୋକେ ସଚେତନ ହୋଇନାହାନ୍ତି। ଅନେକ ପ୍ରାନ୍ତରେ ଲୋକେ ମନଇଚ୍ଛା ପାଣି ଖର୍ଚ୍ଚ କରିବା ଅଭ୍ୟାସ ନିୟନ୍ତ୍ରଣ କରିପାରୁହାନ୍ତି। ଏଭଳି ପରିସ୍ଥିତି ନିମନ୍ତେ ଆଗାମୀ କିଛିଦିନ ମଧ୍ୟରେ ଜଳାଭାବ…
Read More...

ଫେସବୁକ୍‌ ଡାଟା ଲିକ୍‌: କଂଗ୍ରେସ ୱେବସାଇଟ୍‌ ବନ୍ଦ

ନୂଆଦିଲ୍ଲୀ: ଫେସବୁକ୍‌ ତଥ୍ୟ ଲିକ୍‌ ମାମଲାରେ ରାଜନୈତିକ ହଟଚମଟ କ୍ରମଶଃ କଂଗ୍ରେସ-ବିଜେପି କାଦୁଅ ଫିଙ୍ଗା ରାଜନୀତିରେ ପହଞ୍ଚି ଯାଇଛି। ବିଜେପି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ପ୍ରାଇଁ ନିର୍ମିତ ୱେବସାଇଟର…
Read More...

ମାଧୁରୀଙ୍କ ପାଇଁ ପଛଘୁଞ୍ଚା ଦେଲେ ସଞ୍ଜୟ ଦତ୍ତ, ଜାଣନ୍ତୁ ଏହାର କାରଣ

ଅଭିଷେକ ବର୍ମନଙ୍କ ଆଗାମୀ ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଦେଖାଦେବେ। ପ୍ରଥମେ ଶ୍ରୀଦେବୀଙ୍କୁ ଏଥିପାଇଁ ଚୁକ୍ତି କରାଯାଇଥିଲା। ହେଲେ ତାଙ୍କ ଅକାଳ ବିୟୋଗ ପରେ ମାଧୁରୀଙ୍କୁ ଏହି ଅଫର୍ ମିଳିଥିଲା।…
Read More...

ଗଞ୍ଜେଇ ଚାଲଣ ମାମଲାରେ ଜଣେ ଗିରଫ, ୪୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ଜଣଙ୍କ ଘରୁ ୪୫ କେଜି ଗଞ୍ଜେଇ ଜବତ ହେଇଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ହେଲା ଏମଡି ୱାସିମ ଅକ୍ରମ ଓ ତାଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡିଛି । ଗତକାଲି…
Read More...

ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ, ଦୁଇ ସରକାରୀ କର୍ମଚାରୀ ଗିରଫ

ଭୁବନେଶ୍ବର: ଜଣେ ସରକାରୀ କର୍ମଚାରୀ ଅନ୍ୟ ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେଉଥିବା ବେଳେ ପୁଲିସ ହାତରେ ଗିରଫ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର ମୁଖ୍ୟ କିରାଣୀ ଭାଗିରଥୀ ସାହୁ…
Read More...

ଜାପାନୀ ଲୋକଙ୍କ ସୁସ୍ଥ ରହିବାର ରହସ୍ୟ !

ବିଶ୍ବସ୍ତରୀୟ ଗବେଷକଙ୍କ ମତରେ ଜାପାନୀ ଲୋକେ ଦୀର୍ଘାୟୁ ହେବା ସହ ସେମାନେ ବେଶ୍ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି ସେଠା ଲୋକେ ଉତ୍ତମ ଖାଦ୍ୟପାନୀୟ ସେବନ କରନ୍ତି। ୬୫%ରୁ ଅଧିକ…
Read More...

କେଉଁ ଖାଦ୍ୟ କେତେବେଳେ ଖାଇଲେ, ସୁସ୍ଥ ରହିବେ

ଅନେକ ସମୟରେ ପୋଷକତତ୍ତ୍ବ ଭରପୂର ଖାଦ୍ୟପାନୀୟ ସେବନ କରିବା ସତ୍ତ୍ବେ ଆମେ ରୋଗରେ ପଡ଼ିଥାଉ। ଏହା ପଛର ମୁଖ୍ୟ କାରଣ ହେଲା ସେସବୁ ବ୍ୟଞ୍ଜନ ଅବେଳାରେ ଖାଇବା। ଖାଦ୍ୟ ବିଶେଷଜ୍ଞ ଏନେଇ କେତୋଟି ତଥ୍ୟ ଅବଗତ କରାଇଛନ୍ତି।…
Read More...

କପ୍ତିପଦା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।…
Read More...

ମସ୍କୋର ଏକ ସପିଙ୍ଗ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜୀବନ ବଞ୍ଚାଇବାକୁ ଝରକା କାଚ ଭାଙ୍ଗି ଡେଇଁଲେ ଲୋକେ

ମସ୍କୋ: ପଶ୍ଚିମ ସାଇବେରିଆର ଏକ ସପିଙ୍ଗ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ପ୍ରାୟ ୬୦୦ ଲୋକ ସପିଙ୍ଗ୍ ମଲରେ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ୬୨ଟି ଦମକଳ ନିୟୋଜିତ ହୋଇଛି ।…
Read More...

ଗୁଳିମାଡରେ ଢେଙ୍କାନାଳ ଜିଲା ବିଜେଡି ଯୁବ ସଭାପତିଙ୍କ ମୃତ୍ୟୁ

ଢେଙ୍କାନାଳ: କାମାକ୍ଷାନଗରର ବିଜ୍ଞାପିତ ଅଞ୍ଚଳର ପୂର୍ବତନ ବିଜେଡି ଯୁବ ସଭାପତି ଯୋଶବନ୍ତ ପରିଡାଙ୍କର ଗୁଳିମାଡରେ ମୃତ ଘଟିଛି । ଆଜି ସକାଳେ ସେ କାର ଯୋଗେ ଲକ୍ଷ୍ମୀ ବଜାର ନିକଟରେ ଥିବା ତାଙ୍କ ଦୋକାନକୁ ଆସୁଥିବା ବେଳେ…
Read More...

ଇଣ୍ଡିଜ୍‍କୁ ହରାଇ ଆଫ୍‍ଗାନିସ୍ତାନ ଚମ୍ପିଆନ

ହରାରେ : ଆନ୍ତର୍ଜାତିକ କ୍ରିକେଟ୍‍ରେ ତା’ର ଉତ୍‍ଥାନ ଜାରିରଖିଛି ଆଫ୍‍ଗାନିସ୍ତାନ। ରବିବାର ସମାପ୍ତ ହୋଇଥିବା ଆଇସିସି କ୍ରିକେଟ ବିଶ୍ୱକପ୍‍ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଆଫ୍‍ଗାନିସ୍ତାନ ଚମ୍ପିଆନ୍‍…
Read More...

ସରକାରଙ୍କୁ ଆଳୁ ଚିନ୍ତା

ଭୁବନେଶ୍ୱର  :ଖୋଲା ବଜାରରେ ଆଳୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। କିଲୋ ୧୫ ଟଙ୍କାରେ ପହଞ୍ଚିଲାଣି। ଏବର୍ଷ ଦେଶରେ ଆଳୁ ଉତ୍ପାଦନ କମ୍‌ ଥିବାରୁ ଅଗଷ୍ଟ ମାସ ବେଳକୁ ମୂଲ୍ୟ ଚାରିଗୁଣ ବୃୃଦ୍ଧି ଘଟିବା ଆଶଙ୍କା…
Read More...

ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ

ଭଦ୍ରକ : ଭଦ୍ରକ ଗାନ୍ଧୀ ପଡିଆରେ ଚାଲିଥିବା ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଐତିହାସିକ ଶ୍ରୀରାମ ମହାଯଜ୍ଞ ସମାରୋହ ଆଜି ପବିତ୍ର ରାମ ନବମୀରେ ଉଦ୍‍ଯାପିତ ହୋଇଛି। ଗତ ୨୩ ତାରିଖରେ ଆରଡି, ଯାଜପୁର ବିରଜା କ୍ଷେତ୍ର ଓ…
Read More...

ତିନିରଥ ପାଇଁ କାଠ ଚିରଟ ଅନୁକୂଳ

କଟକ ସଦର : ଶ୍ରୀରାମ ନବମୀ ଅବସରରେ ରବିବାର ସକାଳେ ଖପୁରିଆଠାରେ ଅବସ୍ଥିତ ସରକାରୀ କରତକଳରେ ପୁରୀ ବଡ଼ ଠାକୁରଙ୍କ ତିନି ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ ହୋଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ…
Read More...

ଦିନିକିଆରେ ଦ୍ରୁତତମ ୧୦୦ ୱିକେଟ୍‍ ହାସଲ କଲେ ରସିଦ୍‍

ହରାରେ : ଆଫଗାନିସ୍ତାନର ରସିଦ୍‍ ଖାନ୍‍ ଦିନିକିଆରେ ଦ୍ରୁତତମ ୧୦୦ ୱିକେଟ୍‍ ହାସଲ କରିଛନ୍ତି। ଏଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପ୍‍ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟର ଫାଇନାଲ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜର ସାଇ…
Read More...

ରଥ ଉପରେ ସେବାୟତଙ୍କ ଗଣ୍ଡଗୋଳ

ଭୁବନେଶ୍ୱର  : ଚଳିତବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ଅଶୋକାଷ୍ଟମୀରେ ତିନି ଥର ରଥ ଦଉଡ଼ି ଛଡ଼ିବା ପରେ ରଥଟଣାକୁ ବନ୍ଦ ରଖାଯାଇଥିଲା। ଆଜି ପୁଣି ରଥଟଣା…
Read More...

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୨୦ ବର୍ଷୀୟ…
Read More...

ମୁର୍ମୁଷ ଅବସ୍ଥାରେ ୮ବର୍ଷ ନିଖୋଜ ଶିଶୁ ଉଦ୍ଧାର, ଜଣେ ଅଟକ

ପିପିଲି : ପିପିଲି ବଜାର ସ୍ଥିତ ଭବାନୀପୁର ଅଞ୍ଚଳର ଜଣେ ୮ବର୍ଷର ଶିଶୁ ରବିବାର ନିଖୋଜ ଥିବା ବେଳେ ତାକୁ ମୁର୍ମୁଷ ଅବସ୍ଥାରେ ପୁଲିସ ରାତି ସାଢେ ୧୨ଟାରେ ପିପିଲି ବାଇପାସ ରାସ୍ତା କଡରେ ଥିବା ଏକ ଅର୍ଦ୍ଧନିର୍ମିତ ଘର…
Read More...

ଆଜୀବନ ବାସନ୍ଦହେବେ ସ୍ମିଥ୍‍ ଓ ୱାର୍ଣ୍ଣର!

କେପ୍‍ଟାଉନ୍‍  : ବଲ୍‍ ଟାମ୍ପରିଂ ମାମଲାରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) କାର୍ଯ୍ୟାନୁଷ୍ଠାନ ନେଇସାରିଛି। ଦଳର ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ପରବର୍ତ୍ତୀ ଟେଷ୍ଟମ୍ୟାଚ୍‍ରୁ ବାସନ୍ଦ କରିବା ସହ ତାଙ୍କର…
Read More...

ରତ୍ନଭଣ୍ଡାର ଖୋଲିବାକୁ ଆଜି ମିଳିବ ଅନୁମତି !

ସନ୍ଧ୍ୟାରେ ବସିବ ସବ୍‌କମିଟି ବୈଠକ ପୁରୀ  : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୋମବାର ଅନୁମତି ଦେଇପାରନ୍ତି ରାଜ୍ୟ ସରକାର । ଏହାପରେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯିବ ।…
Read More...

ଛାତ୍ର ପାଣିରେ ବୁଡି ମୃତ୍ୟୁ ମାମଲା ; ହଷ୍ଟେଲ ଅଧିକ୍ଷକ ନିଲମ୍ବିତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ ସେବାଶ୍ରମରେ ଛାତ୍ର ପାଣିରେ ବୁଡି ମୃତ୍ୟୁ ମାମଲାରେ ସହକାରୀ ହଷ୍ଟେଲ ଅଧିକ୍ଷକ ପ୍ରଭାକର ପ୍ରଧାନ ନିଲମ୍ବିତ ହୋଇଛନ୍ତି । ଜିଲ୍ଲାପାଳ ତାଙ୍କୁ…
Read More...

ସୋମବାର ରାଶିଫଳ

ମେଷ: ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହେବେ। ଉଦାସୀନ ରହିପାରନ୍ତି। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତିର ସୁଯୋଗ ରହିଛି। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଧର୍ମମତି ହେବେ। ବିଦ୍ୟାର୍ଥୀଙ୍କୁ ସୁ ଫଳ ମିଳିବ। ବୃଷ:…
Read More...

ପୁଲିସ-ମାଓବାଦୀ ଗୁଳି ବିନିମୟ ; ୩ ମାଓବାଦୀ ମୃତ

କୋରାପୁଟ/ଭୁବନେଶ୍ୱର : ମାଓ ଦମନରେ ନିୟୋଜିତ ଥିବା କୋରାପୁଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଡୋକରି ଘାଟିରେ ରବିବାର ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ…
Read More...

ୱାଟ୍‍ଙ୍କ ଶତକ; ଭାରତ ପୁଣି ପରାସ୍ତ

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ କ୍ରମାଗତ ୨ୟ ପରାଜୟ ଭୋଗିଛି। ରବିବାର ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ୩ୟ ଲିଗ୍‍ ମ୍ୟାଚ୍‍ରେ ଓପ୍‍ନର ଡାନିଏଲେ ୱାଟ୍‍ଙ୍କ…
Read More...

ସୁରାକ ଖୋଜୁଛି କ୍ରାଇମବ୍ରାଞ୍ଚ

ସାହୁ ମେନ୍‌ସନ୍‍ରେ ୬ଜଣିଆ ଏସ୍‍ଆଇଟି ବଲାଙ୍ଗିର/ପାଟଣାଗଡ଼  : ପାଟଣାଗଡ଼ରେ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ ଅଧିକ ରହସ୍ୟଜନକ ମନେ ହେଉଛି। ଘଟଣାର ତଦନ୍ତ କ୍ରା  ଇମବ୍ରାଞ୍ଚ ହାତକୁ ଯିବା…
Read More...

ବଣୁଆ ଜନ୍ତୁ ଛୁଆ ଉଦ୍ଧାର

କନ୍ଧମାଳ: ଫୁଲବାଣୀ କେରେଡିରୁ ଏକ ଜନ୍ତୁ ଛୁଆ ଉଦ୍ଧାର ହୋଇଛି । ଜନ୍ତୁ ଛୁଆକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।  ଗାଁ ଲୋକ ଏହାକୁ ଚିତାବାଘ ଛୁଆ କହୁଛନ୍ତି । ତେବେ ଡିଏଫ୍ଓ ଏହା ଗୋଟିଏ ବଣୁଆ ବିଲେଇ ଛୁଆ ବୋଲି…
Read More...

ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର

ପିପିଲି : ପିପିଲି-ଜଟଣୀ ରାସ୍ତାର କାକୁଡିଆ ନିକଟରେ ରବିବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ନାମ ବିକାଶ ମଲ୍ଲିକ(୧୯) ଓ ତାଙ୍କ ଘର ପିପିଲି ଥାନା ଘାସଫାର୍ମ…
Read More...

ବୁବୁ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ

ବ୍ରହ୍ମପୁର : ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ନିଯୁକ୍ତ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁଟେରଙ୍କ ନିରପେକ୍ଷତାକୁ ନେଇ ମୃତ ବୁବୁ ପଣ୍ଡାଙ୍କ ବିଧବା ପତ୍ନୀ ଉଜ୍ଜୟିନୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି ।…
Read More...

ଯେକୌଣସି ଅପରିକଳ୍ପତି ସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ: ସୀତାରମଣ

ନୂଆଦିଲ୍ଲୀ : ସୀମାନ୍ତ ଡୋକଲାମରେ ଯଦି କୌଣସି ଅସ୍ୱାଭାବିକ ବା ଅପରିକଳ୍ପିତ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ଭାରତ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ…
Read More...

ରାଜ୍ୟସଭା ନିର୍ବାଚନ ଏସପି-ବିଏସପିର ମେଣ୍ଟକୁ ଦୃଢ କରିଛି: ଅଖିଳେଶ

ଲଣ୍ଡନ : ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ର ମେଣ୍ଟକୁ ଦୃଢ କରିଛି ବୋଲି ଅଖିଳେଶ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ…
Read More...

ବିଶ୍ୱର ଏକମାତ୍ର ନିରାମିଷାଶୀ କୁମ୍ଭୀର ‘ବିବିୟା’

ଥିରୁଅନନ୍ତପୁରମ : କେରଳର କାସାରାଗୋଡ଼ର ପ୍ରସିଦ୍ଧ ଅନନ୍ଥାପୁରା ହ୍ରଦ ମନ୍ଦିର ନିକଟରେ ବିଶ୍ୱର ଏକମାତ୍ର ନିରାମିଷାଶୀ ବା ଶାକାହାରୀ କୁମ୍ଭୀର ବାସ କରୁଛି । ଏହି କୁମ୍ଭୀର ଅନନ୍ଥାପୁରା ହ୍ରଦ ମଧ୍ୟରେ ରହି ମନ୍ଦିରର…
Read More...

ତଥ୍ୟ ଚୋରି ଅଭିଯୋଗ ; ଖବରକାଗଜରେ କ୍ଷମା ମାଗିଲା ଫେସବୁକ୍‌

ଲଣ୍ଡନ : ତଥ୍ୟ ଚୋରି ଅଭିଯୋଗକୁ ନେଇ ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିଜର କ୍ଷମା ପ୍ରାର୍ଥନା ସମ୍ପର୍କରେ ଜୁକରବର୍ଗ ବ୍ରିଟେନ ଓ ଆମେରିକାର ପ୍ରମୁଖ ୯ଟି ଖବରକାଗଜରେ…
Read More...

ଜଳସଙ୍କଟ ଦୂର ପାଇଁ ପାକିସ୍ତାନକୁ ପ୍ରବାହିତ ନଦୀ ଜଳ ବ୍ୟବହାର କରିବ ଭାରତ

ବେଙ୍ଗାଲୁରୁ : ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଦେଖାଦେଇଥିବା ଉତ୍କଟ ଜଳାଭାବ ଦୂର ନିମନ୍ତେ ପାକିସ୍ତାନକୁ ପ୍ରବାହିତ ନଦୀର ଜଳ ଉପଯୋଗ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଉଦ୍ୟୋଗ ମହାସଂଘ…
Read More...

ରାହୁଲଙ୍କ ଅଭିଯୋଗ: ବିଚାରପତିଙ୍କ ନିଯୁକ୍ତି ରୋକୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶର ବିଭିନ୍ନ କୋର୍ଟରେ ବହୁ ସଂଖ୍ୟକ ମାମଲା ବିଚାର ନ ହୋଇ ପଡିରହିଥିବା ପ୍ରସଙ୍ଗ ପରେ ଏବେ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ଏଲଓସିରେ ପାକିସ୍ତାନ ଅଧିକ ସୈନ୍ୟ ଠୁଳ କରୁଛି

ନୂଆଦିଲ୍ଲୀ : ପାକିସ୍ତାନ ବର୍ତ୍ତମାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରୁଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ଅନୁପ୍ରବେଶ ଘଟଣାକୁ ନିୟନ୍ତ୍ରଣ…
Read More...

୨୫ଟି ଶତାବ୍ଦୀ ଏକ୍ସପ୍ରେସର ଭଡ଼ା କମିବ

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ପାଇଁ ସରକାର ଏକ ସୁସମ୍ବାଦ ଆଣିଛନ୍ତି। ଆଗାମୀ ଦିନରେ କେତେକ ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀଭଡାକୁ ହ୍ରାସ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦେଶରେ ମୋଟ ୪୫ଟି…
Read More...