www.samajalive.in
Saturday, December 13, 2025
14.1 C
Bhubaneswar

ଶଗଡ଼ା ନଦୀ କୂଳରୁ ମୃତଦେହ ଜବତ

ଭବାନିପାଟଣା- ସଦର ଥାନା ଅନ୍ତର୍ଗତ କିଆପଦର୍ ଗାଁ ନିକଟ ଶଗଡା ନଦୀ କୂଳରୁ ଗତ ରବିବାର ଏକ ମୃତ ଦେହ ଉଦ୍ଧାର ହେଇଛି । ମୃତ ଦେହ ଟି ଜଣେ  ପୁରୁଷଙ୍କର । ଏହା ପ୍ରାୟ ୧୦ / ୧୫ ଦିନ ପୁରୁଣା ବୋଲି ପୋଲିସ ତଦନ୍ତରୁ ଜଣା ପଡ଼ିଛି ।

 

- Advertisement -

ସଦର ଥାନା ପୋଲିସ ଏସଂକ୍ରାନ୍ତରେ ରେ ୦୬ / ୧୩ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories