ଆଧାର ଯୋଗୁଁ ବନ୍ଦ ହେବନି ବ୍ୟାଙ୍କର ଦୁର୍ନୀତି ଓ ଦୁର୍ନୀତି ଖୋରଙ୍କୁ ଅଧିକାରୀଙ୍କ ସହାୟତା: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ:  ଆଧାର ଯୋଗୁଁ ବ୍ୟାଙ୍କ ମାନଙ୍କରେ ହେଉଥିବା ଦୁର୍ନୀତି କି , ଦୁର୍ନୀତି ଖୋର ଲୋକଙ୍କୁ ବ୍ୟାଙ୍କ ଅଧିକାରୀମାନେ ଯେଉଁ ସମର୍ଥନ ଓ ସହାୟତା ଦେଉଛନ୍ତୁ ତାହା ବନ୍ଦ ହେବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । କେନ୍ଦ୍ର ପକ୍ଷରୁ ଅଧାର ସପକ୍ଷରେ ଦିଆଯାଇଥିବା ଜବବାପରେ ସୁପ୍ରି କୋର୍ଟ ଏହା କହିଛନ୍ତି । ବ୍ୟାଙ୍କ ଦୁର୍ନୀତି ରୋକିବା ପାଇଁ ଆଧାର ବହୁତ କମ ଉପଯୋଗୀ ହେବ ।  ବ୍ୟାଙ୍କ ଓ ବ୍ୟାଙ୍କର ଅଧିକାରୀମାନେ କାହାକୁ ଋଣ ଦେଉଛନ୍ତି ସେ ବିଷୟରେ ଭଲ ଭାବରେ ଜାଣି ଥାଆନ୍ତି । ତାହାପରେ ବି ଏତେ ପରିମାଣର ଦୁର୍ନୀତି ହେଉଛି ।

ଆଧାର  ଗରିବରୁ ଗରିବ ତମ ଲୋକଙ୍କ ପାଇଁ ପରିଚୟ ।  ଏହା ଅତି ଭଲ ସୁରକ୍ଷା ବ୍ୟବସ୍ଥା ବୋଲି  ଆଟର୍ଣ୍ଣି ଜେନେରାଲ କେକେ ଭେନୁ ଗୋପାଲ କହିଛନ୍ତି ।

Leave A Reply