www.samajalive.in
Monday, December 15, 2025
24.1 C
Bhubaneswar

ମଶା ଉପଦ୍ରବରେ ଅତିଷ୍ଠ ହୋଇ ଗଲେଣି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ଷ ଦିନରେ ମଶାଙ୍କ ଉପଦ୍ରବ ବଢି ଯାଇଥାଏ। ମଶା କମୁଡିବା ଦ୍ବାରା କୁଣ୍ଡେଇ ହେବା ସହ ତ୍ବଚା ଲାଲା ପଡିବା ଭଳି ଲକ୍ଷଣ ଦେଖିବାକୁ ମିଳେ। ଏହା ଦ୍ବାରା ଡେଙ୍ଗୁ ଏବଂ ଚିକନଗୁନିୟା ଭଳି ରୋଗ ହେବାର ସମ୍ଭାବନା ରହିଥାଏ। ଯଦି ମଶା ଉପଦ୍ରବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଏହି ଘରୋଇ ଉପଚାର ଆପଣାଇ ପାରିବେ। ଏହି ଉପଚାରଗୁଡିକ ଆପଣଙ୍କ ହାତ ପାହାନ୍ତାରେ ଅତି ସହଜରେ ମିଳିପାରିବ।

ରସୁଣ: ରସୁଣର କଡା ଗନ୍ଧରେ ମାଶ ପାଖ ମାଡନ୍ତି ନାହିଁ । ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ପାଣିରେ ଫୁଟାଇ ଦିଅନ୍ତୁ । ପରେ ଏହି ପାଣିକୁ ଘର ସାରା ସିଞ୍ଚନ କରି ଦିଅନ୍ତୁ ।
ଲେମ୍ବୁ: ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଶରୀରରେ ମାଲିସ କରନ୍ତୁ । ଏହା ଦ୍ବାରା ମାଶା କାମୁଡାରୁ ରକ୍ଷା ପାଇ ପାରିବେ । ଲେମ୍ବୁକୁ ଅଧା କାଟି ତାହା ଉପରେ ଲବଙ୍ଗ ରଖି ଘରେ ରଖିଲେ ମଶା ହେବେ ନାହିଁ ।
କର୍ପୁର: ମଶା ଉପଦ୍ରବରୁ ମୁକ୍ତି ପାଇଁ ଆପଣ କର୍ପୁର ବ୍ୟବହାର କରି ପାରିବେ । ଘରେ କର୍ପୁର ଜଳାଇ ରଖିବା ଦ୍ବାରା ମଶା ଆସିବେ ନାହିଁ। କର୍ପୁରର ଗନ୍ଧକୁ ମଶାମାନେ ସହ୍ୟ କରିପାରନ୍ତି ନାହିଁ ।
ଲିମ୍ବ: ଲିମ୍ବ ବ୍ୟବହାର କରି ମଶାକୁ ଦୂର କରାଯାଇପାରିବ । ନଡିଆ ତେଲରେ ଲିମ୍ବ ପତ୍ର ମିଶାଇ ଶରୀରରେ ମାଲିସ କରିବା ଦ୍ବାରା ମଶା କମୁଡିବାରୁ ମୁକ୍ତି ମିଳେ ।
ତୁଳସୀ: ତୁଳସୀ ପତ୍ର ଘରେ ରଖିବା ଦ୍ବାରା ମଶା ଘରକୁ ଆସନ୍ତି ନାହିଁ । ଏହା ବ୍ୟତୀତ ପୁଦୀନା ଗନ୍ଧରେ ମଶା ଘରେ ରହନ୍ତୁ ନାହିଁ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories