ପାକିସ୍ତାନ ନିର୍ବାଚନକୁ ଏଲିଅନମାନେ ପରିଚାଳନା କରିବେ: ଆବାସୀ

0

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖାକ୍ୱାନ ଆବାସୀ କହିଛନ୍ତି ଯେ ଦେଶର ଆଗାମୀ ସାଧାରଣ ନିର୍ବାଚନକୁ ଏଲିଅନମାନେ ପରିଚାଳନା କରିବେ। ଆବାସୀଙ୍କ ଏପରି ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରି ଦାୟିତ୍ୱହୀନ ମନ୍ତବ୍ୟରୁ ଦୂରେଇ ରହିବା ଲାଗି ଆୟୋଗ ତାଙ୍କୁ ପରାମର୍ଶ ଦେଇଛନ୍ତି। ଆବାସୀଙ୍କ ମନ୍ତବ୍ୟରୁ ବୁଝାପଡୁଛି ଯେ ଆଗାମୀ ସାଧାରଣ ନିର୍ବାଚନ ସ୍ୱଚ୍ଛ ହେବା ନେଇ ସରକାର ଆଶାବାଦୀ ନୁହନ୍ତି।

Leave A Reply