ବମିଖାଲ୍‍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ଭୁବନେଶ୍ୱର: ବମିଖାଲ ବ୍ରିଜ୍‍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସହିତ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହିତ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବମିଖାଲ୍‍ ନିର୍ମାଣ କାମ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ପ୍ରୋଜେକ୍ଟ ଏମ୍‍ଡି ପ୍ରତାପ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି।

Leave A Reply