ଟ୍ରମ୍ପଙ୍କ ଉଲଗ୍ନ ପ୍ରତିକୃତି ୨୮ହଜାର ଡଲାରରେ ବିକ୍ରି

0

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ଉଲଗ୍ନ ପ୍ରତିକୃତି ୨୮ହଜାର ଡଲାର ମୂଲ୍ୟରେ ବିକ୍ରି ହୋଇଛି। ଲସ୍‌ ଏଞ୍ଜେଲ୍ସସ୍ଥିତ ହଣ୍ଟେଡ ମ୍ୟୁଜିୟମରେ ଏବେ ଏହି ବିବାଦୀୟ ପ୍ରତିକୃତି ପ୍ରଦର୍ଶିତ ହେଉଛି। ଏହି ପ୍ରତିକୃତି ପୂର୍ବରୁ ସାନ୍‌ ଫ୍ରାନ୍ସିସ୍‌କୋ, ନ୍ୟୁୟର୍କ ଇତ୍ୟାଦି ସ୍ଥାନରେ ପ୍ରଦର୍ଶିତ ହୋଇଥିଲା। ‘ଦି ଏମ୍ପେରର୍‌ ହାଜ୍‌ ନୋ ବଲ୍ସ’ ଶୀର୍ଷକ ଥିବା ଏଭଳି ଅନ୍ୟ ୪ଟି ମୂର୍ତ୍ତିକୁ ପୂର୍ବରୁ ନଷ୍ଟ କରିଦିଆଯାଇଛି।

Leave A Reply