ଟ୍ରକ ଚୋର ଗିରଫ

0

ବ୍ରହ୍ମପୁର: ଜଣେ ଟ୍ରକ୍ ଚୋରଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ବାଲିଗୁଡାର ସୁଶାନ୍ତ କୁମାର ବେହେରା । ଗତ ଏପ୍ରିଲ ୨୯ ତାରିଖରେ ଏକ ଟ୍ରକ ସହ ଟ୍ରକରେ ଥିବା ଜିନିଷ ଚୋରି କରି ନେଇ ଫେରାର ହୋଇଯାଇଥିଲା । ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା । ପୁଲିସ ଆଜି ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ ଟ୍ରକ ସହ ଚୋରି ଜିନିଷ ଜବତ ହୋଇଛି ।

Leave A Reply