www.samajalive.in
Sunday, December 7, 2025
13.1 C
Bhubaneswar

କ୍ରିକେଟ୍‍ ବିଶ୍ୱକପ୍‍-୨୦୧୯ ଆଉ ୧୬ଦିନ, ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ : କ୍ରିକେଟ୍‍ ବିଶ୍ୱକପ୍‍ ୨୦୧୯ ଆଉ ମାତ୍ର ୧୬ଦିନ ପରେ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ମଇ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଖେଳାଯିବ। କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ ଘରୋଇ ଦଳ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଂଲଣ୍ଡର ଦି ଓଭାଲ କ୍ରିକେଟ୍‍ ଷ୍ଠାଡିୟମରେ ଖେଳାଯିବ। ସେହିଭଳି ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍‍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଚଳିତ ବିଶ୍ୱ କପ୍‍ ୧୦ଟି ଦେଶ ଇଂଲଣ୍ଡ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଙ୍ଗଳାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

କ୍ରିକେଟ୍ ବିଶ୍ବକପ୍ ବିଜେତା
ବର୍ଷ ବିଜେତା ସ୍କୋର ରନର୍ସଅପ ସ୍କୋର ଫଳାଫଳ
୧୯୭୫ ୱେଷ୍ଟ ଇଣ୍ଡିଜ୍ ୨୯୧–୮ ଅଷ୍ଟ୍ରେଲିଆ ୨୭୪ ୱେଷ୍ଟ ଇଣ୍ଡିଜ୍ ୧୭ରନରେ ବିଜୟୀ
୧୯୭୯ ୱେଷ୍ଟ ଇଣ୍ଡିଜ୍ ୨୮୬-୯ ଇଂଲଣ୍ଡ ୧୯୪ ୱେଷ୍ଟ ଇଣ୍ଡିଜ୍ ୯୨ରନରେ ବିଜୟୀ
୧୯୮୩ ଭାରତ ୧୮୩ ୱେଷ୍ଟ ଇଣ୍ଡିଜ୍ ୧୪୦ ଭାରତ ୪୩ରନରେ ବିଜୟୀ
୧୯୮୭ ଅଷ୍ଟ୍ରେଲିଆ ୨୫୩-୫ ଇଂଲଣ୍ଡ ୨୪୬-୮ ଅଷ୍ଟ୍ରେଲିଆ ୭ରନରେ ବିଜୟୀ
୧୯୯୨ ପାକିସ୍ତାନ ୨୪୯-୬ ଇଂଲଣ୍ଡ ୨୨୭ ପାକିସ୍ତାନ ୨୨ରନରେ ବିଜୟୀ
୧୯୯୬ ଶ୍ରୀଲଙ୍କା ୨୪୫-୩ ଅଷ୍ଟ୍ରେଲିଆ ୨୪୧ ଶ୍ରୀଲଙ୍କା ୭ୱିକେଟରେ ବିଜୟୀ
୧୯୯୯ ଅଷ୍ଟ୍ରେଲିଆ ୧୩୩-୨ ପାକିସ୍ତାନ ୧୩୨ ଅଷ୍ଟ୍ରେଲିଆ ୮ୱିକେଟରେ ବିଜୟୀ
୨୦୦୩ ଅଷ୍ଟ୍ରେଲିଆ ୩୫୯-୨ ଭାରତ ୨୩୪ ଅଷ୍ଟ୍ରେଲିଆ ୧୨୫ରନରେ ବିଜୟୀ
୨୦୦୭ ଅଷ୍ଟ୍ରେଲିଆ ୨୮୧-୪ ଶ୍ରୀଲଙ୍କା ୨୧୫-୮ ଅଷ୍ଟ୍ରେଲିଆ ୫୩ରନରେ ବିଜୟୀ
୨୦୧୧ ଭାରତ ୨୭୭-୪ ଶ୍ରୀଲଙ୍କା ୨୭୪-୬ ଭାରତ ୬ୱିକେଟରେ ବିଜୟୀ
୨୦୧୫ ଅଷ୍ଟ୍ରେଲିଆ ୧୮୬-୩ ନ୍ୟୁଜିଲାଣ୍ଡ ୧୮୩ ଅଷ୍ଟ୍ରେଲିଆ ୭ୱିକେଟରେ ବିଜୟୀ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories