ଟ୍ରକ ଓଲଟି ୩ମୃତ, ୪ ଆହତ

ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ଗୋନାସିକା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ସୂଚନା ଅନୁସାରେ ଗୋନାସିକା ଜନ୍ତାରୀ ଘାଟିରେ ଏକ ଟ୍ରକ ଓଲଟି ୩ ମୃତ ଓ ୪ ଜଣ ଆହତ ହୋଇଛନ୍ତି। ଟ୍ରକଟି ନଳକୂପ ସଂରଜାମ ଜିନିଷ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି।

Comments are closed.