www.samajalive.in
Monday, December 15, 2025
24.1 C
Bhubaneswar

କାର୍‌ରୁ ୬ ଲକ୍ଷ ଟଙ୍କା ଜବତ

ରାଉରକେଲା: ରାଉରକେଲା ସହରର ସେକ୍ଟର ୬ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କାରରୁ ୬ ଲକ୍ଷ ଟଙ୍କା ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସେକ୍ଟର ୧୫ରେ। ବୁଧବାର ପୂର୍ବାହ୍ନରେ ସେ ତାଙ୍କ କାରରେ ଟଙ୍କା ନେଇ ଯାଉଥିବାବେଳେ ଏସଏସଟି ଟିମ୍‌ ଚଢ଼ାଉ କରି ଗାଡ଼ିକୁ ଯାଞ୍ଚ କରିଥିଲା। ସେଥିରୁ ୬ଲକ୍ଷ ଟଙ୍କା ମିଳିଥିଲା। ପରେ ଟିମ୍‌ ଟଙ୍କା ଜବତ କରିବା ସହିତ ତାହାକୁ ପାନପୋଶ ଉପଜିଲାପାଳଙ୍କ ନିକଟରେ ଦାଖଲ କରିଛି। ଏହି ଟଙ୍କା କେଉଁ ସୂତ୍ରରୁ ଆସିଛି ଏବଂ ଏତେ ଟଙ୍କା କେଉଁ ଆଡ଼େ ନିଆଯାଉଥିଲା ସେନେଇ ଖୋଳତାଡ଼ କରାଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories