ମହିଳାଙ୍କ ବେକରୁ ସୁନା ହାର ଲୁଟ୍

0

ବ୍ରହ୍ମପୁର: ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ଲୋଚାପଡା ହନୁମାନ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ହାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ନିମଖଣ୍ଡି ପୁଲିସ ଫାଣ୍ଡିରେ ଅଭିଯୋଗ ହୋଇଛି ।

Leave A Reply