www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ବାୟୁସେନା ନଷ୍ଟ କରିଥିବା ଜୈଶ ଶିବିରକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କଲେ ପାକ୍‌ ସରକାର

ଇସଲାମାବାଦ ..- ଭାରତୀୟ ବାୟୁସେନାର ଆକ୍ରମଣରେ ନଷ୍ଟ ହୋଇଥିବା ଜୈଶ-ଏ- ମହମ୍ମଦର ଆତଙ୍କବାଦୀ ଶିବିରରେ ପ୍ରବେଶ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ପାକିସ୍ତାନ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ସୁରକ୍ଷା କାରଣରୁ ଏହି କଟକଣା ଜାରି କରାଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ।

କେତକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା , ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଏହି ଶିବିରକୁ ଯିବା ପାଇଁ ଚାହିଁଥିଲେ । ମାତ୍ର ପାକ୍‌ ସରକାର ଏହି ଶିବାରକୁ ଯିବା ପାଇଁ ବାରଣ କରିଥିଲେ। ୧୦୦ ମିଟର ଦୂରରୁ ଏକ ନିର୍ଦିଷ୍ଟ ସ୍ଥାନରୁ ତେହାକୁ ଦେଖିବା ପାଇଁ କୁହାଯାଇଥିଲା । ଏଥିରୁ ଭାରତୀୟ ବାୟୁସେନା ଆକ୍ରମଣରେ ଅନେକ ଆତଙ୍କବାଦୀ  ନିହତ ହୋଇଛନ୍ତି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories