ଭାରତୀୟ ବାୟୁସେନା ନଷ୍ଟ କରିଥିବା ଜୈଶ ଶିବିରକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କଲେ ପାକ୍‌ ସରକାର

0

ଇସଲାମାବାଦ ..- ଭାରତୀୟ ବାୟୁସେନାର ଆକ୍ରମଣରେ ନଷ୍ଟ ହୋଇଥିବା ଜୈଶ-ଏ- ମହମ୍ମଦର ଆତଙ୍କବାଦୀ ଶିବିରରେ ପ୍ରବେଶ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ପାକିସ୍ତାନ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ସୁରକ୍ଷା କାରଣରୁ ଏହି କଟକଣା ଜାରି କରାଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ।

prayash

କେତକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା , ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଏହି ଶିବିରକୁ ଯିବା ପାଇଁ ଚାହିଁଥିଲେ । ମାତ୍ର ପାକ୍‌ ସରକାର ଏହି ଶିବାରକୁ ଯିବା ପାଇଁ ବାରଣ କରିଥିଲେ। ୧୦୦ ମିଟର ଦୂରରୁ ଏକ ନିର୍ଦିଷ୍ଟ ସ୍ଥାନରୁ ତେହାକୁ ଦେଖିବା ପାଇଁ କୁହାଯାଇଥିଲା । ଏଥିରୁ ଭାରତୀୟ ବାୟୁସେନା ଆକ୍ରମଣରେ ଅନେକ ଆତଙ୍କବାଦୀ  ନିହତ ହୋଇଛନ୍ତି ।

kalyan agarbati
Leave A Reply