www.samajalive.in
Monday, December 8, 2025
14.1 C
Bhubaneswar

’ମୋ ବସ୍‍’ ସେବା ପାଉଛନ୍ତି ୬୦ ହଜାର ଯାତ୍ରୀ

ଭୁବନେଶ୍ୱର: ଦୈନିକ ୬୦ ହଜାର ଯାତ୍ରୀ ଭୁବନେଶ୍ୱରରୁ ବିଭିନ୍ନ ରୁଟ୍‍କୁ ଏବଂ ଭୁବନେଶ୍ୱରରୁ ସହର ମଧ୍ୟରେ ଚଳାଚଳ କରୁଥିବା ମୋ ବସ୍‍ଗୁଡ଼ିକର ସେବା ପାଉଥିବାବେଳେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ୧ ଲକ୍ଷ ଲୋକ ଏହି ସେବା ପାଇବେ ବୋଲି ’ମୋ ବସ୍‍ ସେବା’ କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍‍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର କ୍ରିଷନ୍‍ କୁମାର କହିଛନ୍ତି। ଭୁବନେଶ୍ୱରଠାରେ ’ମୋ ବସ୍‍’ ସେବା ଯୋଗାଇ ଦେଉଥିବା ବସ୍‍ ଚାଳକ ଏବଂ କଣ୍ଡକ୍ଟରମାନଙ୍କୁ କ୍ୟାପ୍‍ଟେନ୍‍ ଏବଂ ଗାଇଡ଼୍‍ ନାମରେ ନାମିତ କରି ସେମାନଙ୍କୁ ସହରର ରାଜପ୍ରତିନିଧି ଭାବେ ଅଭିହିତ କରିଛନ୍ତି। ଯେକୌଣସି ବ୍ୟକ୍ତି ମୋ ବସ୍‍ ସେବା ପାଇବା ସହ ଏହି ଦୁଇ ବ୍ୟକ୍ତିଙ୍କର ଉତ୍ତମ ଆଚରଣ ସେହି ସେବାର ଉଦାହରଣ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories