www.samajalive.in
Monday, December 15, 2025
24.1 C
Bhubaneswar

ଅଲିଭ ରିଡଲେ ଛୁଆ ବୁଲି ଦେଖିଲେ ରାଜ୍ୟପାଳ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମି ଅଂଚଳରେ ବର୍ତ୍ତମାନ ଅଲିଭ ରିଡଲ ସାମୁଦ୍ରିକ କଇଁଛ ମାନଙ୍କ ଅଣ୍ଡାରୁ ଛୁଆ ବାହାରି ସ୍ୱତଃ ପ୍ରବୃତ ଭାବେ ସମୁଦ୍ରମୁହାଁ ହେଉଛନ୍ତି । ଏହି ବିରଳ ଦୃଶ୍ୟ ଦେଖିବାକୁ ପାଇଁ ପୋଡ଼ମପେଟା ନିକଟରେ ଓଡିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭୁ ପତି ପରିଦର୍ଶନରେ ରବିବାର ଦିନ ଆସି ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଛୁଆ ମାନଙ୍କୁ ବୁଲି ଦେଖିଥିଲେ । ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କୁ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସ ପି ଡ଼ଃ ଶ୍ରବଣା ବିବେକ ଏମ, ପି ଡ଼ି ମଧୁମିତା,ବିଡ଼ିଓ ଅଚ୍ୟୁତାନନ୍ଦ ଜାନି,ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର,ଏସି ଏଫ ଦିବ୍ୟ ଶଙ୍କର ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲା ବହୁ ପଦାଧିକାରୀ  ଉପସ୍ଥିତ ରହିଥିଲେ ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories