ନୂଆପଡ଼ା: ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗରେ ସରପଞ୍ଚ ଗିରଫ ହୋଇଛନ୍ତି। ଖରିଆର ବ୍ଲକ ରାଣୀମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କୁ ଗିରଫ କରାଯାଇଛି। ସରପଞ୍ଚ ସହ ପୂର୍ବତନ ପିଇଓଙ୍କୁ ଭିଜିଲାନ୍ସ ଗିରଫ କରିଛି। ୧୪ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ରାଣୀମୁଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ସହ ପୂର୍ବତନ ପିଇଓ ଗିରଫ ହୋଇଛନ୍ତି।
Popular Categories



