www.samajalive.in
Monday, December 15, 2025
16.1 C
Bhubaneswar

ଜୀବନରେ ଏସବୁ ସମସ୍ୟା ସହ ଏହି ସଙ୍କେତ ମିଳିଲେ ଜାଣନ୍ତୁ ରାହୁଙ୍କର ରହିଛି ଅଶୁଭ ପ୍ରଭାବ; ଏମିତି ଚୁଟ୍‌କିରେ କରନ୍ତୁ ସମାଧାନ…

ରାହୁ-କେତୁଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ ବୋଲି କୁହାଯାଏ । ରାହୁ-କେତୁଙ୍କର ମଧ୍ୟ ଅଶୁଭ ପ୍ରଭାବ ଜାତକରେ ପଡିଥାଏ। ଏହାର ପ୍ରଭାବରେ ବ୍ୟକ୍ତି ବିଶେଷଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ । ରାହୁ ଶୁଭଫଳ ପ୍ରଦାନ କଲେ ରାଜାଙ୍କ ଭଳି ଜୀବନ ମିଳିଥାଏ । ରାଜନୀତିରେ ଉଚ୍ଚ ପଦ ମିଳିଥାଏ । ମାତ୍ର ଅଶୁଭ ପ୍ରଭାବ ଥିଲେ କି କି ସମସ୍ୟା ହୋଇଥାଏ, କେଉଁ ସଙ୍କେତ ମିଳିଥାଏ । ଶୁଭଫଳ ପ୍ରାପ୍ତି ପାଇଁ କି ଉପାୟ ଆପଣାଇବେ ଜାଣନ୍ତୁ..

ରାହୁଙ୍କୁ ଛାୟା ଗ୍ରହ ବୋଲି କୁହାଯାଏ । ଛାୟାର ସଭିଁଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ରାହୁ ରୋଗ, ଶତ୍ରୁତା, ଋଣ ସହ ଜଡିତ । ରାହୁଙ୍କ ଖରାପ ପ୍ରଭାବ ରହିଲେ ରୋଗ ଲାଗି ରହିବା, କରଜ, ଅସଫଳତା, ଭୁଲ୍‌ କାର୍ଯ୍ୟ କରିଥାନ୍ତି ।

- Advertisement -

ଜାତକରେ ରାହୁ-ସୂର୍ଯ୍ୟ ଏକାଠି ହେବା ଦ୍ୱାରା ପିତୃଦୋଷ, ଚନ୍ଦ୍ରମା ରାହୁ ଏକାଠି ହେବା ଦ୍ୱାରା ଗ୍ରହଣ ଦୋଷ, ଗୁରୁ-ରାହୁ ଏକାଠି ହେବା ଦ୍ୱାରା ଗୁରୁ ଚାଣ୍ଡାଳ ଦୋଷ ଲାଗିଥାଏ ।

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ରାହୁ ଖରାପ ସ୍ଥାନରେ ରହିଲେ ମିଳେ ଏହି ସଙ୍କେତ..
ବିଭିନ୍ନ ପ୍ରକାର ରୋଗ ଲାଗି ରହିବା ସହ ଯେପରି ପେଟ ଜନିତ ରୋଗ, ମାଇଗ୍ରେନ୍‌, ସମ୍ପର୍କ ଖରାପ ହେବା, ନିଷ୍ପତ୍ତି ନେବା ସମସ୍ୟା, ଆର୍ଥିକ କ୍ଷତି, ସମ୍ପର୍କରେ ତିକ୍ତତା, ଶୀଘ୍ର କ୍ରୋଧ ଆସିବା, ବାଣୀରେ ତିକ୍ତତା, ବାହନ ଦୁର୍ଘଟଣା, ମାନହାନୀ ଆଦି ସଙ୍କେତ ମିଳିଥାଏ ।

ଅନେକ ସମସ୍ୟାକୁ ଚୁଟ୍‌କିରେ ଦୂର କରେ ବାସି ରୁଟି ସହ ଏହି ଜିନିଷ, ଆଶ୍ଚର୍ଯ୍ୟ କରିବ ଏହାର ଗୁଣ..

ରାହୁଙ୍କ ଶୁଭଫଳ ପାଇଁ ପ୍ରତ୍ୟେକ ଦିନ ଯୋଗ କରନ୍ତୁ । ନିୟମିତ ଶିବ ଶଙ୍କରଙ୍କୁ ପୂଜାର୍ଚ୍ଚନା କରନ୍ତୁ । ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ବିବାହିତ ଯୁବକ ଯୁବତୀ ଶାଶୁ, ଶ୍ୱଶୁର ଘର ସହ ଉତ୍ତମ ସମ୍ପର୍କ ରଖନ୍ତୁ ।

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

ଦେଖନ୍ତୁ ଭିଡିଓ ; ପର୍ଯ୍ୟଟକ ଗାଡି ନିକଟକୁ ରାଗରେ ଦୌଡି ଆସିଲା ହାତୀ, ତା’ପରେ

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories