www.samajalive.in
Saturday, December 6, 2025
14.1 C
Bhubaneswar

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ଫେବୃଆରୀ ମାସରେ ସୂର୍ଯ୍ୟ, ବୁଧ ସମେତ ୩ଟି ବଡ ଗ୍ରହ ଗୋଟିଏ ରାଶିରୁ ଅନ୍ୟକ ଏକ ରାଶିକୁ ଚଳନ କରିବେ । ସର୍ବ ପ୍ରଥମେ ଗୁରୁ ଗ୍ରହ ୪ ଫେବୃଆରୀ ଦିନ ୩ଟା ୯ ମିନିଟ୍‌ରେ ବୃଷ ରାଶିରେ ସିଧା ଚଳନ କରିବେ । ଏହାପରେ ୧୨ ଫେବୃଆରୀରେ ସୂର୍ଯ୍ୟଦେବ ଶନିଙ୍କ ରାଶି କୁମ୍ଭରେ ରାତିରେ ପ୍ରବେଶ କରିବେ । ୧୧ ଫେବୃଆରୀରେ ବୁଧ ଦେବ ୧୨ଟା ୫୮ରେ କୁମ୍ଭରେ ଚଳନ କରିବେ । ଏଠାରେ ବୁଧଙ୍କ ସହ ସୂର୍ଯ୍ୟ ଏକାଠି ହେବେ । ଗ୍ରହଙ୍କ ଏହି ଚଳନ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଜାଣନ୍ତୁ..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ସମ୍ପର୍କରେ ମଧୁରତା ରହିବ । ମନୋମାଳିନ୍ୟ ଦୂର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ହଠାତ୍‌ ଧନ ପ୍ରାପ୍ତି ହେବ ।

- Advertisement -

କର୍କଟ- ସଫଳତା ପ୍ରାପ୍ତି ହେବ । ନୂଆ ଘର, ଗାଡି କିଣିବାର ଯୋଗ ରହିଛି। ଏହି ମାସରେ ବଡ ଧନ ଲାଭ ହେବ । ସମ୍ପତ୍ତିରେ ବୃଦ୍ଧି ହେବ ।

ସିଂହ – କର୍ମକ୍ଷେତ୍ରରେ ଖୁବ୍‌ ସଫଳତା ମିଳିବ। ପଦନ୍ନୋତିର ଯୋଗ ରହିଛି । ହସଖୁସିରେ ସମୟ ଅତିବାହିତ କରିବେ । ନୂଆ ଗାଡି କିଣିବାର ଯୋଗ ରହିଛି। ପୂଜା ପାଠରେ ମନ ରହିବା ସହ ଧାର୍ମିକ ଯାତ୍ରାର ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ।

କୁମ୍ଭ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ରହିଛି । ପରିଶ୍ରମ କରି ଲାଭବାନ୍‌ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବେ। ଯୋଜନା କରି ସଫଳତା ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ।

ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories