ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ଅନେକ ସମୟରେ ଶୋଇବା ବେଳେ କିଛି ଲୋକେ ଘୁଙ୍ଗୁଡି ମାରୁଥିବା ନିଶ୍ଚୟ ଶୁଣିଥିବେ। ତେବେ ଅଧିକାଂଶ ଲୋକଙ୍କ ଧାରଣା ଗଭୀର ନିଦ କାରଣରୁ ଏଭଳି ଘୁଙ୍ଗୁଡି ସମସ୍ୟା ହୋଇଥାଏ। ମାତ୍ର ଘୁଙ୍ଗୁଡି ଓ ସ୍ୱାସ୍ଥ୍ୟ ସହ ଜଡିତ ଏପରି କିଛି ତଥ୍ୟ ରହିଛି, ଯାହା ହୁଏତ ସିଭିଏଁ ଜାଣିନଥିବେ। ଏହା ଜାଣିବା ପରେ ଘୁଙ୍ଗୁଡି ମାରୁଥିବା ଲୋକଙ୍କୁ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ ନେବାକୁ ଜଣାଇବେ। ଏକ ରିପୋର୍ଟ ଅନୁଯାୟୀ କିଛି ଲୋକେ ରାତିରେ ଘୁଙ୍ଗୁଡି ମାରନ୍ତି। … Continue reading ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା