ଦେଖନ୍ତୁ ଭିଡିଓ ; ପର୍ଯ୍ୟଟକ ଗାଡି ନିକଟକୁ ରାଗରେ ଦୌଡି ଆସିଲା ହାତୀ, ତା’ପରେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁ, ପର୍ଯ୍ୟଟକ ସହ ଜଙ୍ଗଲ ସଫାରୀର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ସଭିଁଙ୍କ ଧ୍ୟାନକୁୁ ଆକର୍ଷିତ କରିଥାଏ। ନିକଟରେ ଜଙ୍ଗଲ ସଫାରୀର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଭୟଭୀତ ଲାଗିବା ସାଧାରଣ କଥା । ଶ୍ରୀଲଙ୍କାର ଜାତୀୟ ଉଦ୍ୟାନର ଏହି ଭିଡିଓ ବୋଲି ଜଣାପଡିଛି । ଭିଡିଓରେ କିଛି ପର୍ଯ୍ୟଟକଙ୍କ ସହ ସଫାରୀ ଗାଇଡ୍‌ଙ୍କୁ ମଧ୍ୟ ଦେଖିପାରିବେ। ହାତୀ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ … Continue reading ଦେଖନ୍ତୁ ଭିଡିଓ ; ପର୍ଯ୍ୟଟକ ଗାଡି ନିକଟକୁ ରାଗରେ ଦୌଡି ଆସିଲା ହାତୀ, ତା’ପରେ