www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ପର୍ଯ୍ୟଟକ ଗାଡି ନିକଟକୁ ରାଗରେ ଦୌଡି ଆସିଲା ହାତୀ, ତା’ପରେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁ, ପର୍ଯ୍ୟଟକ ସହ ଜଙ୍ଗଲ ସଫାରୀର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ସଭିଁଙ୍କ ଧ୍ୟାନକୁୁ ଆକର୍ଷିତ କରିଥାଏ। ନିକଟରେ ଜଙ୍ଗଲ ସଫାରୀର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଭୟଭୀତ ଲାଗିବା ସାଧାରଣ କଥା । ଶ୍ରୀଲଙ୍କାର ଜାତୀୟ ଉଦ୍ୟାନର ଏହି ଭିଡିଓ ବୋଲି ଜଣାପଡିଛି । ଭିଡିଓରେ କିଛି ପର୍ଯ୍ୟଟକଙ୍କ ସହ ସଫାରୀ ଗାଇଡ୍‌ଙ୍କୁ ମଧ୍ୟ ଦେଖିପାରିବେ। ହାତୀ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ସଫାରୀ ଗାଡି ନିକଟକୁ ପଳାଇ ଆସୁଛି । ହାତୀ କ୍ରୋଧରେ ଥିବା ମଧ୍ୟ ଜଣାପଡୁଛି ।

- Advertisement -

ଗାଡିର ନିକଟତର ହେବାରୁ ପର୍ଯ୍ୟଟକ ମଧ୍ୟ ଭୟଭୀତ ହେଉଛନ୍ତି। ଏହି ସମୟରେ ଗାଇଡ୍‌ ଜଣକ ନିଜର ଉପସ୍ଥିତ ବୁଦ୍ଧି ଓ ଅନୁଭବ କାରଣରୁ ହାତୀକୁ ଶାନ୍ତ କରିବା ସହ ହାତୀ ସେଠାରୁ ପଳାଉଥିବା ଦେଖାଯାଉଛି । ଭିଡିଓ ଭାଇରାଲ୍‌ ହେବା ପରେ ଗାଇଡ୍‌କୁ ଖୁବ୍‌ ପ୍ରଶଂସା କରାଯିବା ସହ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories