www.samajalive.in
Sunday, December 7, 2025
13.1 C
Bhubaneswar

ଅନେକ ସମସ୍ୟାକୁ ଚୁଟ୍‌କିରେ ଦୂର କରେ ବାସି ରୁଟି ସହ ଏହି ଜିନିଷ, ଆଶ୍ଚର୍ଯ୍ୟ କରିବ ଏହାର ଗୁଣ..

ସାଧାରଣତଃ ଦିନ ହେଉ କିମ୍ବା ରାତିରେ ରୁଟି ପ୍ରସ୍ତୁତ କରିବା ପରେ ଅଳ୍ପ ପରିମାଣରେ ରୁଟି ନିଶ୍ଚୟ ବଳକା ରହିଥାଏ । କିଛି ଲୋକେ ବାସି ରୁଟି ଖାଇଥାନ୍ତି ଓ କିଛି ଫିଙ୍ଗି ଦେଇ ଥାନ୍ତି। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ନିଶ୍ଚୟ ଜାଣିଥିବେ। ମାତ୍ର କ୍ଷୀର ସହ ବାସି ରୁଟି ଖାଇବା ଶରୀର ପାଇଁ କେତେ ଉପକାରୀ, ତାହା ହୁଏତ ସଭିଏଁ ଜାଣିନଥିବେ।

କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ଏହା ରକ୍ତଚାପକୁ କମ୍‌ କରିଥାଏ । ପେଟ ସଫା ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟା ରହିନଥାଏ । ଏଥିରେ ଫାଇବର ମାତ୍ରା ଅଧିକ ରହିଥାଏ । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।
କ୍ଷୀରରେ କ୍ୟାଲସିୟମ ରହିଛି, ଯାହା ହାଡକୁ ମଜଭୁତ କରିଥାଏ । କେବଳ କ୍ୟାଲସିୟମ ନୁହେଁ ବରଂ ଫାଇବର ମଧ୍ୟ ରହିଛି । ଯାହା ଓଜନକୁ ନିୟନ୍ତ୍ରିତ କରିଥାଏ । ଖାଦ୍ୟ ଶୀଘ୍ର ମଧ୍ୟ ହଜମ ହୋଇଥାଏ ।

- Advertisement -

କ୍ଷୀରକୁ ଭଲ ଭାବେ ଉଷୁମ କରିବା ପରେ ଏହାକୁ ଥଣ୍ଡା କରି ଏଥିରେ ରୁଟି ଖାଇଲେ ଶରୀରର ତାପମାତ୍ରା ମଧ୍ୟ ସଠିକ୍‌ ରହିଥାଏ । ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ରହିଛି, ସେମାନେ ନିୟମିତ ବାସି ରୁଟି ସହ କ୍ଷୀର ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

ଖାଦ୍ୟ ଖାଇବା ପରେ ବଦହଜମି, ଗଳା, ଛାତି ଜଳାପୋଡା ହେବା, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ପାଇଁ ବାସି ରୁଟି ସହ କ୍ଷୀର ବେଶ ହିତକାରକ। ବିଶେଷ କରି ରାତିରେ କ୍ଷୀର ସହ ବାସି ରୁଟି ସେବନ କଲେ ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଥକ୍କାପଣ, ଶାରୀରିକ ଦୁର୍ବଳତା, ଶକ୍ତିର ଅଭାବ ଅନୁଭବ ହେବା ଆଦି ସମସ୍ୟା ଦୂର ପାଇଁ ବାସି ରୁଟି ସହ କ୍ଷୀର ଏକ ଉତ୍ତମ ବିକଳ୍ପ।

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ ; ପର୍ଯ୍ୟଟକ ଗାଡି ନିକଟକୁ ରାଗରେ ଦୌଡି ଆସିଲା ହାତୀ, ତା’ପରେ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories