www.samajalive.in
Monday, December 15, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ସ୍କୁଟି ଚଲାଉଥିଲେ ହଠାତ୍‌ ବେହୋସ୍‌ ହେଲେ, ହେଲମେଟ୍‌ ଭିତରୁ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁ ଓ ସାପର ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ଛାତିଥରା ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା । ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ ସ୍କୁଟି ଚଲାଉଥିବା ସମୟରେ ଜଣେ ବ୍ୟକ୍ତି ହଠାତ୍‌ ଚେତାଶୂନ୍ୟ ହୋଇଯାଇଥିଲେ । ଏହି ସମୟରେ କିଛି ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଯାଉଛନ୍ତି । ସେହି ସମୟରେ ସ୍କୁଟି ଆରୋହୀଙ୍କ ହେଲମେଟ୍‌ କାଢିବା ମାତ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।

ବାସ୍ତୁ : ଜାଣନ୍ତୁ ଶୟନ କକ୍ଷରେ ମନିପ୍ଲାଣ୍ଟ ରଖିବେ କି ନାହିଁ ..

- Advertisement -

ଭିଡିଓରେ ଦେଖିପାରିବେ, ସ୍କୁଟି ଚାଳକଙ୍କ ହେଲମେଟ୍‌ ଭିତରେ ଏକ ନାଗସାପ ଛୁଆ ଲୁଚି ରହିଥିଲା । ନାଗସାପ ଛୁଆକୁ ଦେଖି ସଭିଁଙ୍କ ହୋସ୍‌ ଉଡି ଯାଇଥିଲା । ସାପ ଧରାଳୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସାବଧାନତାର ସହ ହେଲମେଟ୍‌ ମଧ୍ୟରୁ ସାପକୁ କାଢି ଥିଲେ । ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ନୂଆବର୍ଷରେ ପହିଲାରୁ ହେଲା ଏହି ୫ଟି ବଡ ପରିବର୍ତ୍ତନ; ତାଲିକାରେ ୟୁପିଆଇ,ଏଲପିଜି..

ବୀଭତ୍ସ; ଏଥିପାଇଁ ମାଆ ସହ ୪ ଭଉଣୀଙ୍କ ହାତ ଶିରା କାଟି ହତ୍ୟାକଲା ପୁଅ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories