ନୂଆବର୍ଷରେ ପହିଲାରୁ ହେଲା ଏହି ୫ଟି ବଡ ପରିବର୍ତ୍ତନ; ତାଲିକାରେ ୟୁପିଆଇ,ଏଲପିଜି..
ନୂଆଦିଲ୍ଲୀ : ନୂଆବର୍ଷର ଆରମ୍ଭ ସହ ୧ ଜାନୁଆରୀ ୨୦୨୫ରୁ ଦେଶର ସମସ୍ତ ନାଗରିକଙ୍କ ଉପରେ ଅନେକ ପ୍ରଭାବ ପଡିବାକୁ ଯାଉଛି । କାରଣ ଅନେକ ନିୟମରେ ହୋଇଛି ପରିବର୍ତ୍ତନ । ନୂଆବର୍ଷରେ ପକେଟ୍ ଉପରେ ଅନେକ ପ୍ରଭାବ ପଡିବ । ଜାଣନ୍ତୁ କେଉଁ କେଉଁ ବଡ ନିୟମରେ ପରିବର୍ତ୍ତନ ହୋଇଛି। ଜାନୁଆରୀ ପହିଲା ୨୦୨୫ରୁ ଇପିଏଫଓ ପେନ୍ସନ୍ ଉଠାଣର ପ୍ରକ୍ରିୟା ଖୁବ୍ ସହଜ ହେବାକୁ ଯାଉଛି । ବର୍ତ୍ତମାନ ପେନ୍ସନ୍ ଉପଭୋକ୍ତା ଯେକୌଣସି ବ୍ୟାଙ୍କ୍ରୁ ନିଜ … Continue reading ନୂଆବର୍ଷରେ ପହିଲାରୁ ହେଲା ଏହି ୫ଟି ବଡ ପରିବର୍ତ୍ତନ; ତାଲିକାରେ ୟୁପିଆଇ,ଏଲପିଜି..
Copy and paste this URL into your WordPress site to embed
Copy and paste this code into your site to embed