ବୀଭତ୍ସ; ଏଥିପାଇଁ ମାଆ ସହ ୪ ଭଉଣୀଙ୍କ ହାତ ଶିରା କାଟି ହତ୍ୟାକଲା ପୁଅ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ନୂଆବର୍ଷରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ପରିବାରର ହିଁ ୫ ଜଣଙ୍କୁ ହତ୍ୟା କରିଛି। ଯାହା ହଇଚଇ ସୃଷ୍ଟି କରିଛି। ନାକା ଥାନା ଅନ୍ତର୍ଗତ ସ୍ଥିତ ଏକ ହୋଟେଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୪ ଭଉଣୀ ଓ ମାଆ ଅଛନ୍ତି। ଏହି ହତ୍ୟାକାଣ୍ଡ ପରେ ପୁଲିସ ଅଭିଯୁକ୍ତ ପୁଅକୁ ତୁରନ୍ତ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ … Continue reading ବୀଭତ୍ସ; ଏଥିପାଇଁ ମାଆ ସହ ୪ ଭଉଣୀଙ୍କ ହାତ ଶିରା କାଟି ହତ୍ୟାକଲା ପୁଅ..