www.samajalive.in
Monday, December 8, 2025
16.1 C
Bhubaneswar

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ଆରମ୍ଭ ହେଲା ପୌଷ ମାସ । ପୌଷ ମାସ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ।

ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରିବାକୁ ବାରଣ କରାଯାଏ । ଏହି ସମୟରେ ଶୁଭ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟ କଲେ ଅଶୁଭ ହୋଇଥାଏ ବୋଲି କୁହାଯାଏ । କୌଣସି ନୂଆ ଜିନିଷ କିଣିବାକୁ ମଧ୍ୟ ବାରଣ କରାଯାଏ ।

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

- Advertisement -

ବିଶେଷ କରି ଏହି ମାସରେ ଗୃହ ପ୍ରବେଶ, ବିବାହ, ନାମକରଣ ଆଦି କାର୍ଯ୍ୟ କରାଯାଏ ନାହିଁ ।
ଏହି ମାସରେ ବିରି, ମସୁର, ମୂଳା, ବିଭିନ୍ନ ପ୍ରକାର କୋବି, ଶାଗ, ମହୁ ଆଦି ସେବନ କରିବା ଉଚିତ୍‌ ନୁହେଁ । ଶାସ୍ତ୍ରରେ ଏହାକୁ ସେବନ କରିବାକୁ ବାରଣ କରାଯାଇଛି ।

ଏହି ମାସରେ ନିୟମିତ ସକାଳେ ଉଠି ସୂର୍ଯ୍ୟଦେବଙ୍କୁ ପୂଜାଚ୍ଚର୍ନା କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।
ଏହି ମାସରେ ମନ୍ତ୍ର ଜପ, ଦାନ ଆଦି କରିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇ ଶୁଭଫଳ ମିଳିଥାଏ । ଧନ ଅଭାବ ଦୂର ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories