www.samajalive.in
Friday, December 12, 2025
23.1 C
Bhubaneswar

ଲାଲୁଙ୍କ ଅଫର ପରେ ନିତିଶ କହିଲେ-ଏବେ କୁଆଡ଼େ ଯିବିନି

ସମାଜ ଡିଜିଟାଲ ଡେସ୍କ: ‘ଦୁଇ ଥର ଭୁଲ ବଶତଃ ଇଆଡେ ସିଆଡେ ଚାଲିଗଲି। ଏବେ ଆଉ କୁଆଡେ ଯିବିନି।’ ଏପରି ମନ୍ତବ୍ୟ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଇଣ୍ଡି ମେଣ୍ଟକୁ ଫେରିବା ନେଇ ନିତିଶଙ୍କୁ ଲାଲୁ ଯାଦବଙ୍କ ଅଫର ପରେ ସେ ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଛନ୍ତି। ନିତିଶ କହିଛନ୍ତି, ମୁଁ ଏନଡିଏ(ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ସହିତ ରହିବି। ଏଥିପାଇଁ ମୁଁ ଦୃଢ଼ ପ୍ରତିବଦ୍ଧ।

ଗତ ବୁଧବାର ଲାଲୁ ଗଣମାଧ୍ୟମ ଆଗରେ ନିତିଶଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆମ ଦ୍ବାର ଖୋଲା ଅଛି। ନିତିଶ ତାଙ୍କ ଦ୍ବାରର  ନଟ୍‌ ବୋଲ୍ଟ ଖୋଲିବା ଦରକାର। ଅତୀତର ଭୁଲକୁ ସେ କ୍ଷମା କରିଦେବେ। ଏହା ପରେ ଲାଲୁଙ୍କ ଝିଅ ତଥା ଲୋକସଭା ସାଂସଦ ମିଶା ଭାରତୀ ଶୁକ୍ରବାର ନିତିଶଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆକଳନ କରିଥିଲେ। ଏହା ପରେ ନିତିଶ ମୁହଁ ଖୋଲିଛନ୍ତି। ସେ କେଉଁଆଡେ ଯିବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories