www.samajalive.in
Monday, December 15, 2025
24.1 C
Bhubaneswar

ଜାଲରେ ପଡିଲା ୨୨ କେଜି ଓଜନର ବିରଳ ବୋଦ ମାଛ

କଳାପଥର(ବାଙ୍କୀ): ବାଙ୍କୀ ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀର ଗଭୀର ପାଣି ମଧ୍ୟରୁ ମତ୍ସ୍ୟଜୀବୀ ସାନମୁଣ୍ଡଳି ଗାଁର ରବି ଦଳେଇଙ୍କ ଜାଲରେ ପଡିଛି ୨୨ କେଜି ଓଜନର ବିରଳ ବୋଦ ମାଛ। ପୂର୍ବରୁ ମୁଣ୍ଡଳୀ ଅଂଚଳରେ ଯେଉଁ ମାଛ ଧରାଳିମାନେ ମହାନଦୀରୁ ମାଛ ମାରିଛନ୍ତି ସେମାନଙ୍କ ଜାଲରେ କେବେ ଏଭଳି ମାଛ ପଡି ନ ଥିବା ସ୍ଥାନୀୟ ଅଂଚଳର ମାଛ ଧରାଳି ମାନସ ବେହେରା କହିଛନ୍ତି। ଏବେ ଏହି ବୋଦ ମାଛଟି ବଜାର ଦର ଅନୁସାରେ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରୟ କରାଯିବ ବୋଲି ମାନସ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories