୭୯୪ ନିୟୁତ ଇମେଲ ଆଇଡି ଓ ପାସୱାର୍ଡ ପ୍ରଘଟ

0

ସାନ ଫ୍ରାନସିସ୍‌କୋ : ନିକଟ ଅତୀତରେ ବିଭିନ୍ନ ଦେଶର ୭୯୪ ନିୟୁତ ଇମେଲ୍ ଆଇଡି ଓ ପାସୱାର୍ଡ ପ୍ରଘଟ ହୋଇଥିବା ଜଣେ ଗବେଷକ କହିଛନ୍ତି। ପ୍ରଘଟ ୭୯୪ ନିୟୁତ ମଧ୍ୟରୁ ୭୭୩ ନିୟୁତ ଇମେଲ ଆଇଡି ଓ ୨୧ ନିୟୁତ ହେଉଛି ପାସୱାର୍ଡ। ପ୍ରଘଟ ଫାଇଲ ମଧ୍ୟରେ କ୍ରେଡିଟ୍ କାର୍ଡ ତଥ୍ୟ ଅନ୍ତର୍ଭୂକ୍ତ ନାହିଁ। ୱେବ ସିକ୍ୟୁରିଟ ଗବେଷକ ରଏ ହଣ୍ଟ କହିଛନ୍ତି ଯେ ପ୍ରଘଟ ତଥ୍ୟ ‘କଲେକସନ୍ ୧’ର ଅଂଶ ବିଶେଷ।

Leave A Reply