www.samajalive.in
Tuesday, December 9, 2025
16.1 C
Bhubaneswar

ପାହାଡ ମଝିରେ ଫଶିଥିଲା ହାତୀ ! ଏମିତି ହେଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ପାହାଡ ମଝିରେ ଫଶି ଯାଇଥିଲା ହାତୀ। କେମିତି ସେଠାରୁ ମୁକୁଳିବ କିଛି ଜାଣିପାରୁନଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖନ୍ତୁ। କିଭଳି ହାତୀଟି ପାହାଡ ମଝିରେ ଫଶିଯାଇଛି। କିଛି ଲୋକ ଦେଖିବା ପରେ କ୍ରେନ ସାହାଯ୍ୟରେ ତାକୁ ଉଦ୍ଧାର କରିଥିଲେ। ହେଲେ ହାତୀଟି ସେଠାକୁ କିପରି ଗଲା ତାହାକୁ ନେଇ ୟୁଜର୍ସମାନେ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ତେବେ ପ୍ରକୃତରେ ଏହି ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଦ୍ଵାରା ପ୍ରସ୍ତୁତ ଭିଡିଓ ବୋଲି ଜଣାପଡ଼ିଛି। ଏଆଇ କିପରି ଜନସାଧାରଣଙ୍କୁ ଭ୍ରମରେ ପକାଇପାରେ ଏହା ହେଉଛି ତାହାର ଏକ ଉଦାହରଣ।

ଦେଖନ୍ତୁ ଭିଡ଼ିଓ; ଅଚାନକ ଘରେ ପଶିଗଲା କୁମ୍ଭୀର, ଆଉ ତା’ପରେ…

- Advertisement -

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories